Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକ ଜିଦି ଧରିବାରୁ ଘରେ ଛୁଆଙ୍କୁ ଛାଡି ଚମ୍ପଟ ମାରୁଥିଲେ ମହିଳା

by ସଞ୍ଜୟ ସ୍ୱାଇଁ
July 23, 2021
in Crime, State
ପ୍ରେମିକ ଜିଦି ଧରିବାରୁ ଘରେ ଛୁଆଙ୍କୁ ଛାଡି ଚମ୍ପଟ ମାରୁଥିଲେ ମହିଳା
163
VIEWS
Share on FacebookShare on Twitter

ନିମାପଡା, (ବାଘୁଆବାର୍ତ୍ତା): ଯୁବକଙ୍କ ପ୍ରେମରେ ପଡି ଧରାପଡିଲେ ୨ଟି ସନ୍ତାନ ଜନନୀ। ପ୍ରେମିକ ଜିଦ୍ ଧରିବାରୁ ଘରେ ଛୁଆଁକୁ ଛାଡ଼ି ଚମ୍ପଟ୍ ମାରିବାକୁ ଯୋଜନା କରିଥିଲେ ମହିଳା। କିନ୍ତୁ ଫେରାର ହେବା ଘଟଣା ଜଣାପଡ଼ି ଯାଇଥିଲା। ଫଳରେ ମହିଳା ଓ ଯୁବକଙ୍କୁ ଫେରାର ସମୟରେ ଧରିଥିଲା ପୋଲସ୍। ତେବେ ଯୁବକଙ୍କୁ ବାପା ପୁଅକୁ ଘରେ ପୁରାଇ ଦେବେ ନାହିଁ ବୋଲି ଜଗି ବସିଥିବା ବେଳେ ଉଭୟଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଏହି ଘଟଣା ନିମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ ଅରିଷଣ୍ଢ ପଞ୍ଚାୟତ ଏକ ଗ୍ରାମର ଗୁଡିଆ ସଂପ୍ରଦାୟର ଜୈନକ ୪୦ ବର୍ଷିୟା ମହିଳାଙ୍କ ସ୍ୱାମୀ ବାହାରେ ରହି କମ୍ପାନୀରେ କାର୍ୟ୍ୟ କରନ୍ତି । ସେହି ଗ୍ରାମର ୨୪ ବର୍ଷିୟ ବ୍ରାହ୍ମଣ ସଂପ୍ରଦାୟର ଯୁବକ ସହିତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମହିଳା ଓ ଯୁବକ ଅସଂଜତ ଅବସ୍ଥାରେ ଥିବା ବେଳେ ମହିଳାଙ୍କ ଶାଶୁ ଘର ଲୋକ ଏହା ଦେଖିଥିଲୋ ପରେ ଯୁବକ ମହିଳାଙ୍କୁ ଧରି ଫେରାର ହେବା ସମୟରେ ସୂଚନା ପାଇ ନିମାପଡା ଥାନା ପୋଲିସ୍‌ ଅଟକ ରଖିଛି । ମହିଳାଙ୍କ ଦୁଇଟି ସନ୍ତାନ ରହିଅଛି । ଯୁବକ ଜଣକ ଅବିବାହିତ ଥିବା ଜଣାପଡିଛିା ଥାନାରେ ଯୁବକ ଜିଦ୍‌ ଧରିଛନ୍ତି ମହିଳାଙ୍କୁ ବିବାହ କରିବା ପାଇଁ । ଯୁବକଙ୍କୁ ଘରେ ପୁରାଇ ଦେବି ନାହିଁ ବୋଲି ତାଙ୍କର ବାପା ଜଗି ବସିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!