Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିସିଟିଭିରେ କଏଦ ହେଲା ଲୁଟ୍‌ର ଭିଜୁଆଲ୍, ବାଇକ୍‌ରୁ ଟଙ୍କା ବ୍ୟାଗ୍ ଧରି ଛୁ ମାରିଲେ ଲୁଟେରା

by ସଞ୍ଜୟ ସ୍ୱାଇଁ
October 21, 2021
in Crime, State
ସିସିଟିଭିରେ କଏଦ ହେଲା ଲୁଟ୍‌ର ଭିଜୁଆଲ୍, ବାଇକ୍‌ରୁ ଟଙ୍କା ବ୍ୟାଗ୍ ଧରି ଛୁ ମାରିଲେ ଲୁଟେରା
53
VIEWS
Share on FacebookShare on Twitter

ଉଦଳା, (ବାଘୁଆବାର୍ତ୍ତା): ସିସିଟିଭିରେ କଏଦ ହେଲା ଲୁଟ୍‌ର ଭିଜୁଆଲ୍ । ବୁଧବାର ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବଜାରରେ ହୋଇଥିଲା ଲୁଟ୍ । ଏହି ଲୁଟର ଲାଇଭ୍ ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବଜାର ମଝିରେ ବ୍ୟବସାୟୀ ଲଳିତ ଦାସ ନିଜ ବାଇକରେ ଟଙ୍କା ବ୍ୟାଗ ଟାଙ୍ଗି ନିକଟସ୍ଥ ଦୋକାନକୁ ଯାଇଥିଲେ । ସେହି ସମୟରେ ଦୁଇ ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ ଲୁଟେରା ତାଙ୍କ ଗାଡି ହ୍ୟାଣ୍ଡେଲରେ ଚୁଇଙ୍ଗମ୍ ଲଗାଇ ଦେଇଥିଲା । ପରେ ଲଳିତ ଆସି ଗାଡି ହ୍ୟାଣ୍ଡେଲରେ ଚୁଇଙ୍ଗମ୍ ଲାଗିଥିବା ଦେଖି ତାହାକୁ ସଫା କରି ହାତ ଧୋଇଥିଲେ । ପାଣି ବୋତଲ ରଖିବାକୁ ଦୋକାନକୁ ଯାଇଥିବା ବେଳେ ଲୁଟେରା ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ ମାରିଛି । ବାଇକ୍‌ରେ ଥିବା ଅନ୍ୟ ଜଣେ ଲୁଟେରା ସେଠାରେ ପହଞ୍ଚିବା ପରେ ଉକ୍ତ ବାଇକ୍‌ରେ ବସି ଲୁଟେରା ଦୁଇ ଜଣ ଖସି ପଳାଇ ଯାଇଥିଲେ । ପୁରା ଫିଲ୍ମ ଷ୍ଟାଇଲରେ ଦିନ ଦ୍ବିପ୍ରହରରେ ଏପରି ଲୁଟ୍ କରୁଥିଲେ ଲୁଟେରା । ଯାହାର ଲାଇଭ ଭିଜୁଆଲ୍ କଏଦ ହୋଇ ସିସିଟିଭିରେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!