Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଧୁବନ କ୍ରିକେଟ କ୍ଳବକୁ ୬ ୱିକେଟରେ ପରାସ୍ତ କରିଛି ଚଣ୍ଡିବସ୍ତ କ୍ରିକେଟ କ୍ଳବ୍

by ସଞ୍ଜୟ ସ୍ୱାଇଁ
June 29, 2023
in Nayagarh, Sports, State
ମଧୁବନ କ୍ରିକେଟ କ୍ଳବକୁ ୬ ୱିକେଟରେ ପରାସ୍ତ କରିଛି ଚଣ୍ଡିବସ୍ତ କ୍ରିକେଟ କ୍ଳବ୍
282
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମଧୁବନ କ୍ରିକେଟ୍ କ୍ଳବ୍ ପ୍ରଥମେ ବ୍ୟାଟିଙ୍ଗ୍ କରି ୫ ୱିକେଟ ବିନିମୟରେ ୫୪ ସଂଗ୍ରହ କରିଥିଲା।ମଧୁବନ ଦଳ ପକ୍ଷରୁ ଚିତ ସର୍ବାଧିକ ୨୦ ରନ କରିଥିଲେ। ଚଣ୍ଡିବସ୍ତ ପକ୍ଷରୁ ଜୀବନ ୨ ଓଭରରେ ୧୦ ରନ ଦେଇ ୩ ୱିକେଟ ଓ ବୁଲୁ ୨ ଓଭାରରେ ୩ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ । ଜବାବରେ ଚଣ୍ଡିବସ୍ତ କ୍ରିକେଟ କ୍ଲବ୍ ୬ ୱିକେଟ ବିନିମୟରେ ୭ ଓଭର ରେ ଜୟଯୁକ୍ତ କରିଥିଲା ।ଦଳ ପକ୍ଷରୁ ସମୀର ୨୦ରନ ଓ ବୁଲୁ ୧୭ ରନ କରି ଦଳକୁ ସହଜ ବିଜୟ ଦେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ସନ୍ତୋଷ ପ୍ରଧାନ ଓ ସୁଭାସିସ ବିଶ୍ଵାଳ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!