Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୁଆ ବର୍ଷର ପ୍ରଥମ ଦିନରେ ମନ୍ତ୍ରୀଙ୍କ କ୍ରିକେଟ ନିଶା, ଘାଇଲା ହେଲେ ଖେଳାଳି

by ସଞ୍ଜୟ ସ୍ୱାଇଁ
January 1, 2022
in Nayagarh, Sports, State
ନୁଆ ବର୍ଷର ପ୍ରଥମ ଦିନରେ ମନ୍ତ୍ରୀଙ୍କ କ୍ରିକେଟ ନିଶା, ଘାଇଲା ହେଲେ ଖେଳାଳି
783
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କ୍ରିକେଟ ନିଶାରେ ମନ୍ତ୍ରୀ ମସଗୁଲ । କ୍ରିକେଟ ନିଶା ଏପରି ଲାଗିଲାଯେ ଛାତ୍ର ଯୁବକଙ୍କ ଠାରୁ ଆରମ୍ଭ କରି ଖେଳାଳି ମାନେ ଘାଇଲା ହେଲେ । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଡ଼ପଣ୍ଡୁସର ହାଇସ୍କୁଲ ଖେଳ ପଡିଆରେ । ବଡ଼ ପଣ୍ଡୁସର ମା ଦକ୍ଷିଣକାଳୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଗତ ୨୪ ତାରିଖ ଠାରୁ ଖେଳ ଆରମ୍ଭ ହୋଇ ଆଜି ଥିଲା ଅନ୍ତିମ ଦିବସ । ଅନ୍ତିମ ଦିବସରେ ବଡ଼ ପଣ୍ଡୁସର ବନାମ ବାଉଁଶିଆପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ହଠାତ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପଡିଆ ଭିତରକୁ ପ୍ରବେଶ କରିଥିଲେ । କେହି କିଛି ନବୁଝିବା ପୁର୍ବରୁ ମନ୍ତ୍ରୀ ପିଚରେ ପହଞ୍ଚି ବ୍ୟାଟସ ମ୍ୟାନ ଠାରୁ ବ୍ୟାଟ ଆଣି ଖେଳ ଆରମ୍ଭ କରିଥିଲେ । ହଠାତ ଦର୍ଶକ ଦେଖି ଚକିତ ହୋଇଥିଲେ । ପ୍ରାୟ ଅଧଘଣ୍ଟା କାଳ ମନ୍ତ୍ରୀ ଡ.ସାହୁ ପିଚରେ ରହି ବ୍ୟାଟିଂ କରିଥିଲେ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଜିର ମ୍ୟାଚରେ ବଡ଼ପଣ୍ଡୁସର ଦଳ ବିଜୟ ଲାଭ କରିଥିବାର ସୁଚନା ମିଳିଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!