Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୯ବର୍ଷ ବାଳକର ବ୍ୟାଟିଂ ଷ୍ଟାଇଲ ଦେଖିଲେ ଆଶ୍ଚର୍ଯ୍ୟ ହେବେ

by ସଞ୍ଜୟ ସ୍ୱାଇଁ
May 9, 2021
in NATIONAL NEWS, Sports
୯ବର୍ଷ ବାଳକର ବ୍ୟାଟିଂ ଷ୍ଟାଇଲ ଦେଖିଲେ ଆଶ୍ଚର୍ଯ୍ୟ ହେବେ
360
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଭାରତରେ ପ୍ରାୟ ସମସ୍ତେ କ୍ରିକେଟ ପ୍ରେମୀ । ଭାରତରେ ବୁଢ଼ାଠୁ ଟୋକା ସମସ୍ତେ କ୍ରିକେଟ ଖେଳକୁ ପସନ୍ଦ କରନ୍ତି । ଏଭଳିକି ଭାରତରେ ପ୍ରତିଭାବାନ କ୍ରିକେଟରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ୯ ବର୍ଷ ବାଳକର ଭିଡିଓ ଭାଇରାଲ ହେବାରେ ଲାଗିଛି । ୯ ବର୍ଷିୟ ବାଳକର ବ୍ୟାଟିଙ୍ଗ ଷ୍ଟାଇଲ ଆପଣ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପିଲାଟି ଷ୍ଟମ୍ପକୁ ବ୍ୟାଟ କରି ଲଗାଉଛି ଦମଦାର ଶଟ । ଭାଇରାଲ ହେଉଥିବା ଭିଡିଓରେ ପିଲାଟି ଷ୍ଟ୍ରେଟ ଡ୍ରାଇଭ, ସ୍ଟିପ, ସ୍କୁପ ଓ ଫ୍ଲିକ ଭଳି ଦମଦାର ଶଟ ଖେଳୁଛି । ସୋସିଆଲ ମିଡିଆରେ ଲୋକେ ଭିଡିଓକୁପସନ୍ଦ କରିବା ସହ ସେୟାର କରିବାରେ ଲାଗିଛନ୍ତି । ପିଲାଟି ଇନଡୋରରେ ଦମଦାର ବ୍ୟାଟିଂ କରୁଛି । ଭାଇରାଲ ଭିଡିଓଟିକୁ ଦି ଗ୍ରେଡ କ୍ରିକେଟରେ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!