Monday, July 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାସ୍ତା କଡରେ ଗୋରୁ ବୋଝେଇ ଗାଡି ଠିଆ କରି ଡ୍ରାଇଭର ଫେରାର

by ସଞ୍ଜୟ ସ୍ୱାଇଁ
June 7, 2021
in Crime, State
ରାସ୍ତା କଡରେ ଗୋରୁ ବୋଝେଇ ଗାଡି ଠିଆ କରି ଡ୍ରାଇଭର ଫେରାର
124
VIEWS
Share on FacebookShare on Twitter

ଘଟଗାଁ, (ବାଘୁଆବାର୍ତ୍ତା): ରାସ୍ତା କଡରେ ଗୋରୁ ବୋଝେଇ ଗାଡି ଠିଆ କରି ଡ୍ରାଇଭର୍ ଫେରାର୍। ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଧିନସ୍ଥ ପିଠାଗୋଳା-କାଳାଆହତା ରାସ୍ତା କଡରେ ପାଖାପାଖି ୮ ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ ପିକ୍-ଅପ୍ ଗାଡି ଠିଆକରି ଡ୍ରାଇଭରମାନେ ଫେରାର୍ ହୋଇଯାଇଛନ୍ତି। ଚାଲାଣ ହେଉଥିବା ଗୋରୁଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରିଛନ୍ତି। ଅନ୍ଧାର ରାତିରେ ଚୋରା ଚାଲାଣ ହେଉଥିବା ବେଳେ ଚାଲାଣକାରୀମାନେ ବାଟବଣା ହୋଇ ରାସ୍ତା କଡରେ ଗାଡି ଠିଆ କରି ଫେରାର୍ ହୋଇଯାଇଛନ୍ତି। ଖବର ଅନୁଯାୟୀ, ଗତକାଲି ଅଧ ରାତିରେ ପାଖାପାଖି ୮ରୁ ଉର୍ଦ୍ଧ୍ବଟି ପିକ୍-ଅପ୍ ଗାଡି ତେଲକୋଇ ଅଞ୍ଚଳରୁ ଗୋରୁ କିଣି ଗାଡିରେ ଲୋଡ୍ କରି ଚାଲାଣ କରୁଥିଲେ। ହେଲେ ଅନ୍ଧାର ରାତିରେ ଡ୍ରାଇଭର ଗୁଡିକ ବାଟବଣା ହୋଇଯିବାରୁ ପିକଅପ୍ ଭ୍ୟାନଗୁଡିକୁ ପିଠାଗୋଳା-କାଳାଆହତା ରାସ୍ତା କଡରେ ଠିଆକରି ଡ୍ରାଇଭରମାନେ ଫେରାର ହୋଇଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି। ଆଜି ସକାଳେ ଗୋରୁ ବୋଝେଇ ଗାଡି ଗୁଡିକ ରାସ୍ଥା କଡରେ ଠିଆ ହୋଇଥିବାର ଦେଖି ସ୍ଥାନୀୟ ଲୋକେ ଗୋରୁ ଗୋଡିକୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଛନ୍ତି। ତେବେ ଗୋରୁ ଗୁଡିକୁ କେଉଁ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିଲା କିଏ କରୁଥିଲା ତାହା ବର୍ତମାନ୍ ପର୍ୟ୍ୟନ୍ତ ଜଣାପଡିନାହିଁ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!