Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଣ୍ଟେନରରୁ ୩୦ ଗୋରୁ ଉଦ୍ଧାର, ପୋଲିସ ଜିମାରେ ଡ୍ରାଇଭର ଓ ହେଲଫର

by ସଞ୍ଜୟ ସ୍ୱାଇଁ
January 10, 2025
in Nayagarh, State
କଣ୍ଟେନରରୁ ୩୦ ଗୋରୁ ଉଦ୍ଧାର, ପୋଲିସ ଜିମାରେ ଡ୍ରାଇଭର ଓ ହେଲଫର
253
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ଠାରେ ବଜରଙ୍ଗ ଦଳ ପକ୍ଷରୁ ଏକ କଣ୍ଟେନରରୁ ୩୦ ଗୋରୁ ଉଦ୍ଧାର କରାଯାଇଛି । ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜାଣିପାରି ବଜରଙ୍ଗ ଦଳର ସଦସ୍ୟ ମାନେ ଗାଡିଟିକୁ ଅଟକାଇଥିଲେ । ଗୋମାତା ମାନଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭର ଓ ହେଲପରକୁ ପୁଲିସର ଜିମା ଦିଆଯାଇଛି । ଜାତୀୟ ରାଜପଥ ୫୭ ଉପରେ ସବୁଦିନ ଏଭଳି ଚୋରା ଗୋରୁ ଚାଲାଣ ଚାଲିଥିବା ବେଳେ ପୋଲିସ କେମିତି ଜାଣି ପାରୁନାହାନ୍ତି, ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ରାଜନେତା ଙ୍କ ଛତ୍ର ଛାୟା ତଳେ ରହି ଦଲାଲ ମାନେ ଗୋରୁ ଚାଲାଣ ରେ ସହାୟତା କରୁଥିବା ବେଳେ, କିଛି ଅସାଧୁ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି । ନୟାଗଡ଼, ବୋଲଗଡ଼, ବେଗୁନିଆ ଅଞ୍ଚଳ ରେ ଗୋରୁ ଚୋରା ଚାଲାଣ ଆଗରୁ ହୋଇ ଆସୁଥିବା ବେଳେ, ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ହେଉ ନଥିବାରୁ ଜାତୀୟ ରାଜପଥ ୫୭ ଗୋରୁ ମାଫିଆଙ୍କ ଭୁ ସ୍ବର୍ଗ ପାଲଟିଛି । ହୁଣ୍ଡାଇ କମ୍ପାନୀ ର ଲୋଗୋ କଣ୍ଟେନର ରେ ଲାଗିଥିବା ବେଳେ, ପ୍ରକୃତ ରେ କଣ୍ଟେନର ଡ୍ରାଇଭର ହେଲ୍ପର ଏଥିରେ ସଂପୃକ୍ତ ନା, ପୋଲିସ ଆଖିରେ ଧୂଳି ଦେଇ ଦଲାଲ ମାନେ ଖସି ଯିବାର ଏକ ବାହାନା, ବୋଲଗଡ଼ ପୋଲିସ କି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି, ସମସ୍ତଙ୍କ ନଜର ଏବେ ପୋଲିସ ଉପରେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!