ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ପୁଣି ଏକ କରୋନା ମୃତ୍ୟୁ ଘଟିଥିବା ଖବର ମିଳିଛି । ଏହି ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ଏବଂ ସେ ପୁରୁଷ ବୋଲି ଜଣାଯାଇଛି । ରାଜ୍ୟ ସରକାରଙ୍କ ସୂଚନାନୁସାରେ, ଏହି ବ୍ୟକ୍ତିଙ୍କୁ ମିଶାଇ ଜିଲ୍ଲାରେ ସରକାରୀ ହିସାବ ଅନୁସାରେ ପଂଚମ କରୋନା ମୃତ୍ୟୁ ବୋଲି ଜଣାଯାଇଛି ।






