Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ୍ ନିୟମ ଉଲଘଂନ:ଦଶାହ ଭୋଜିରେ ଅମାନିଆଙ୍କୁ ସାବାଡ

by ସଞ୍ଜୟ ସ୍ୱାଇଁ
May 21, 2021
in Feature News, Nayagarh
କୋଭିଡ୍ ନିୟମ ଉଲଘଂନ:ଦଶାହ ଭୋଜିରେ ଅମାନିଆଙ୍କୁ ସାବାଡ
764
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାରି ଚାଲିଥିବା ବେଳେ ସେଥିରୁ ବର୍ତ୍ତିବା ପାଇଁ କୋଭିଡ୍ କଟକଣା ଜାରି କରିଛନ୍ତି । ହେଲେ କେତେକ ଅମାନିଆ ଏହାକୁ ଉଲଘଂନ କରୁଥିବା ଜଣାପଡିଛି । ଯାହାଫଳରେ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଅମାନିଆଙ୍କ ଠାରୁ ଫାଇନ୍ କାଟୁଥିବା ଜଣାପଡିଛି । ମହାମାରୀ କରୋନାର ଦ୍ୱତୀୟ ଲହରର ଦ୍ୱିତୀୟ ଲକଡାଉନ୍ ନିୟମାନୁସାରେ, ଦଶାହ କାର୍ଯ୍ୟକ୍ରମରେ ଭୋଜି ଭାତ ବାରଣ କରାଯାଇଥିବା ବେଳେ ନୟାଗଡ଼ ସଦରଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ଏକ ଦଶାହ କାର୍ଯୟକ୍ରମରେ ଭୋଜି ଭାତର ଆସର ଜମିଥିଲା । ନୟାଗଡ଼ ତହସିଲଦାର ଭିକାରୀ ସାହୁ ବିଶେଷ ସୁତ୍ରରୁ ଖବର ପାଇଁ ସଦରଥାନା ପୁଲିସକୁ ନେଇ ଘଟଣାସ୍ଥଳରେ ପହଞ୍ଚି ଭୋଜି ଭାତ ବନ୍ଦ କରିବା ସହିତ ଦଶାହ କାର୍ଯ୍ୟକ୍ରମ କରୁଥିବା ପରିବାର ଠାରୁ ୭୦୦୦ଟଙ୍କା ଫାଇନ୍ ଆଦାୟ କରିଥିବା ବେଳେ ଅମାନିଆ ଦୋକାନୀ ଓ ମାକ୍ସ ଚେକିଂ କରି ୨୨୦୦ଟଙ୍କା ଫାଇନ୍ ଆଦାୟ କରିଛନ୍ତି । କୋଭିଡ୍-୧୯ ନିୟମ ଉଲଘଂନ କରିଥିବା ଅମାନିଆମାନଙ୍କ ଠାରୁ ସର୍ବମୋଟ ୯୨୦୦ଟଙ୍କା ଫାଇନ୍ ଆଦାୟ ହୋଇଥିବା ନେଇ ସଦରଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!