Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଉଜାଡିଦେଲା ସୁନା ସଂସାର

by ସଞ୍ଜୟ ସ୍ୱାଇଁ
April 16, 2021
in Feature News, State
ବାଇକ ଧକ୍କାରେ ବୃଦ୍ଧା ମୃତ
915
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଉଜାଡି ଦେଲା ସୁନା ସଂସାର । ଗୋଟିଏ ପରିବାର ୩ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା । କରୋନାରେ ପ୍ରଥମେ ସ୍ୱାମୀ ଆକ୍ରାନ୍ତ ହୋଇ ଜୀବନ ଦୀପ ଲିଭିଗଲା ପରେ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ପରେ ପରେ ତାକୁ ଦେଖି ପୁଅ ମଧ୍ୟ ପାଣିକୁ ଡେଇଁ ପଡି ଆତ୍ମହତ୍ୟା କରିଥିବା ଝଣାପଡିଛି । ଏଭଳି ହୃଦୟ ବିଦାରକ ଖବର ଆସିଛି ମୁମ୍ବାଇ ସହରରେ । ସୂଚନାନୁସାରେ, ତେଲେଙ୍ଗାନାର ୫ଜଣିଆ ସଦସ୍ୟ ମୁମ୍ବାଇର ନାନ୍ଦେଦ ସହର ଠାରୁ ୪୦କି.ମି ଦୂର ଲୋହରରେ ରହୁଥିଲେ । ସୁଖ ଶାନ୍ତିରେ ପରିବାରର ୫ଜଣ ସଦସ୍ୟ ରହୁଥିଲେ । ଅଚାନକ ହସ ଖୁସିର ସଂସାରରେ କରୋନା କାୟା ବିସ୍ତାରି ଥିଲା । ଯାହାଫଳରେ ପରିବାରର ରୋଜଗାରିଆ ପୁଅକୁ କରୋନା ଆକ୍ରାନ୍ତ ହେଲା ପରେ ସ୍ୱାମୀ ଚିନ୍ତାରେ ସ୍ତ୍ରୀ ଭାରସାମ୍ୟ ହରାଇ ନିକଟସ୍ଥ ଏକ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲା । ମାଆ ଡେଇଁ ଥିବାର ଦେଖି ଛୋଟ ଛୁଆ ମଧ୍ୟ ପୋଲ ତଳକୁ ଖସି ପଡି ଜୀବନ ଚାଲିଯାଇଥିଲା । ଯେଉଁ ଦୁଇ ଜଣ ଘରେ ଅଛନ୍ତି ବର୍ତ୍ତମାନ ମରି ମରି ବଞ୍ôଚଥିବା ଲୁହଭରା କଣ୍ଠସ୍ୱରରେ ପୁଅ, ବୋହୂ ଓ ନାତିକୁ ମହାମାରୀ କରୋନା ନେଇଗଲା ବୋଲି ପ୍ରକାଶ କରିଛନ୍ତି । ପୁଲିସ ଏନେଇ ଥାନାରେ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!