Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ ମାତା କି ଜୟ କହି ୨୧ ଥର ତ୍ରିରଙ୍ଗାକୁ ସଲ୍ୟୁଟ୍ ମାରିବ, ଜାମିନ ପାଇଁ ସର୍ତ୍ତ ରଖିଲେ କୋର୍ଟ

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
ଭାରତ ମାତା କି ଜୟ କହି ୨୧ ଥର ତ୍ରିରଙ୍ଗାକୁ ସଲ୍ୟୁଟ୍ ମାରିବ, ଜାମିନ ପାଇଁ ସର୍ତ୍ତ ରଖିଲେ କୋର୍ଟ
121
VIEWS
Share on FacebookShare on Twitter

ଭୋପାଳ, (ବାଘୁଆବାର୍ତ୍ତା): ପାକିସ୍ତାନୀ ସମର୍ଥକଙ୍କୁ ଭାରତରେ ଭିନ୍ନ ସର୍ତ୍ତରେ ମିଳିଲା ଜାମିନ । ମଧ୍ୟପ୍ରଦେଶ ହାଇକୋର୍ଟ ପାକିସ୍ତାନ ସମର୍ଥନରେ ନାରା ଦେଉଥିବା ଅଭିଯୁକ୍ତକୁ ନିଜ ଅନ୍ଦାଜରେ ସର୍ତ୍ତ ପ୍ରଦାନ କରିଛନ୍ତି । ମୁକଦ୍ଦମା ଶେଷ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ଅଭିଯୁକ୍ତ ଦୁଇ ଥର ଭୋପାଳ ଥାନାରେ ୨୧ ଥର ଜାତୀୟ ପତାକାକୁ ସଲାମ ଦେବା ସହ ଭାରତ ମାତା କି ଜୟର ନାରା ଲଗାଇବ । ଅଭିଯୁକ୍ତ ଯେଉଁ ଦେଶରେ ଜନ୍ମ ହୋଇଛି ଓ ରହୁଛି ସେହି ଦେଶ ପ୍ରତି ତାର ଗର୍ବ ଭାବନା ଜାତ ହେବା ସହ ଦାୟିତ୍ବବୋଧକୁ ସେ ବୁଝିବ ଏଭଳି ସର୍ତ୍ତରେ ତାକୁ ଜାମିନ ମିଳିଥିବା ଜଷ୍ଟିସ ଡିକେ ପଲିୱାଲ କହିଛନ୍ତି । ପ୍ରତି ମାସର ପ୍ରଥମ ଓ ଚତୁର୍ଥ ମଙ୍ଗଳବାର ଦିନ ଜାତୀୟ ପତାକାକୁ ସାଲ୍ୟୁଟ ସହ ଭାରତ ମାତାକି ଜୟ ନାରା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଫୈଜାନକୁ ୫୦ ହଜାର ଟଙ୍କା ବେଲ୍‌ବଣ୍ଡରେ ଜାମିନ ମିଳିଛି । ଅଭିଯୁକ୍ତ ଫୈଜଲ ଓରଫ ଫୈଜାନ ଚଳିତ ବର୍ଷ ମେ ୧୭ରେ ଭୋପାଳର ମିସରୋଦ ଥାନା ପୋଲିସ ଗିରଫ କରିଥିଲା । ପାକିସ୍ତାନ ଜିନ୍ଦାବାଦ ଓ ଭାରତ ମୁର୍ଦାବାଦ ନାରା ଦେଉଥିବା ଫୈଜାଲଙ୍କ ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୫୩ବି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ବିଭିନ୍ନ ସମୂହଙ୍କ ମଧ୍ୟରେ ଶତ୍ରୁତା ବଢାଇବା ସହ ଜାତୀୟ ଏକତାକୁ କ୍ଷତି ପହଞ୍ଚାଉଥିବା ଯୋଗୁଁ ତାକୁ ଗିରଫ କରିଥିଲା ପୋଲିସ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!