ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ପଜେଟିଭ ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ମୋଟ ୩୫୭ ଜଣ ଚିହ୍ନଟ ହୋଇଛନ୍ତି । ଭାପୁର ବ୍ଲକରେ ୨୭ ଜଣ ଚିହ୍ନଟ ହୋଇଥିବା ବେଳେ, ଦଶପଲ୍ଲାରେ ୧୮, ଗଣିଆରେ ୩, ଖଣ୍ଡପଡାରେ ୩୨, ନୟାଗଡ଼ ବ୍ଲକରେ ୩୬, ନୂଆଗାଁ ବ୍ଲକରେ ୯୭, ଓଡଗାଁ ବ୍ଳକରେ ୫୨, ରଣପୁର ବ୍ଳକରେ ୫୮ ଓ ନୟାଗଡ଼ ମୁନିସପାଲଟିରେ ମୋଟ ୩୪ ଜଣ ଚିହ୍ନଟ ହୋଇଛନ୍ତି ।






