Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତିରେ ପୁଅ ଚାଲିଗଲା, ସକାଳେ ଆଖି ବୁଜିଲା ମା’

by ସଞ୍ଜୟ ସ୍ୱାଇଁ
May 19, 2021
in Health, State
ରାତିରେ ପୁଅ ଚାଲିଗଲା, ସକାଳେ ଆଖି ବୁଜିଲା ମା’
465
VIEWS
Share on FacebookShare on Twitter

ଚୌଦ୍ୱାର (ବାଘୁଆବାର୍ତ୍ତା): ମୃତ୍ୟୁ କେମିତି ଆସେ ତାହା କେହି ଜାଣି ପାରନ୍ତି ନାହିଁ । ବର୍ତ୍ତମାନ ପରିସ୍ଥିତିରେ ରାତି ପାହିଲେ କେବଳ ମୃତ୍ୟୁ ଖବର ହିଁ ମିଳୁଛି । କେଉଁଠି କରୋନାରେ ବାପା, ମା’ ଆଗରେ ପୁଅ ଚାଲିଯାଉଛି ତ କେଉଁଠି ସ୍ତ୍ରୀ ଆଗରେ ସ୍ୱାମୀ ଓ ପିଲା ମାନଙ୍କ ଆଗରେ ବାପା ମା’ଙ୍କ ଜୀବନ ଚାଲି ଯାଇଛି । ଏବେ ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଳକ ନପଙ୍ଗ ପଞ୍ଚାୟତର ସାଇଂଟୋ ଗ୍ରାମରେ । ପୁଅର ମୃତ୍ୟୁ ଖବର ପାଇବା ପରେ ମା’ର ମୃତ୍ୟୁ ହୋଇଛି । ୭ ଦିନ ତଳେ କରୋନାରେ ପୀଡିତ ହୋଇ ଟାଙ୍ଗୀ ନପଙ୍ଗ ପଞ୍ଚାୟତର ସାଇଣ୍ଟୋ ଗ୍ରାମର କିଣୁଚରଣ ବେହେରାଙ୍କ ପୁଅ ଦୟାନିଧି କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପ୍ଧବ ତାଙ୍କ ପରିବାରରେ ଶୋକାକୂଳ ପରିସ୍ଥିତି ଦେଖାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!