Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଣ୍ଟେନମେଣ୍ଟଜୋନରେ ରୋଗୀ ହଟହଟ୍ଟା:ତହସିଲଦାରଙ୍କ ହସ୍ତକ୍ଷେପ ପରେ ଆସିଲା ଆମ୍ବୁଲାନ୍ସ

by Sanjay Swain
May 6, 2021
in Health
କଣ୍ଟେନମେଣ୍ଟଜୋନରେ ରୋଗୀ ହଟହଟ୍ଟା:ତହସିଲଦାରଙ୍କ ହସ୍ତକ୍ଷେପ ପରେ ଆସିଲା ଆମ୍ବୁଲାନ୍ସ
1k
VIEWS
Share on FacebookShare on Twitter

ଓଡ଼ଗାଁ, କୁରାଳ-ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି।କେନ୍ଦ୍ର ଓ ରାଜ୍ୟ ସରକାର ଘରେ ଘରେ ସ୍ବାସ୍ଥ୍ୟ ସେବା ନା ରେ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ସେବା କେବଳ ନାମକୁ ମାତ୍ର ରହିଛି। ଆର୍ଥିକ ଅଭାବ ଅନାଟନ ପାଇଁ ରୋଗୀମାନେ ଆମ୍ବୁଲାନ୍ସସେବା ଉପରେ ନିର୍ଭର କରୁଥିବାବେଳେ ଏହାର ସଠିକ୍‌ ସେବା ପାଇ ନ ପାରି ରୋଗୀମାନେ ଅଯଥା ଖର୍ଚ୍ଚାନ୍ତ ହେବା ସହ ମାନସିକ ସ୍ତରରେ ଶୋଷଣର ଶିକାର ହେଉଛନ୍ତି।ଏଭଳି ଏକ ଘଟଣା ଘଟିଅଛି ଓଡ଼ଗାଁ ବ୍ଲକ କୁରାଳପଞ୍ଚାୟତରେ ।କୁରାଳଗ୍ରାମ ସୁଣ୍ଡିସାହି ଅନ୍ତର୍ଗତ ଜନୈକାଯୁବକ ନାରାୟଣ ଯାନୀ (୪୦)ଆଜି ସକାଳୁ କାନ ଓ ପାଟିରେ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ୧୦୮ ଆମ୍ବୁଲାନ୍ସକୁ ମେଡ଼ିକାଲକୁ ଯିବା ପାଇଁ ଯୋଗାଯୋଗ କରିଥିଲେ,ତେବେ କୁରାଳଗ୍ରାମ କଣ୍ଟେନମେଣ୍ଟଜୋନ କହି ନିଜେ ନ ଆସିବା ସହ ୧୦୪କୁ ଯୋଗାଯୋଗ କହିବାପାଇଁ କହିଥିଲେ ।୧୦୪କୁ ଯୋଗାଯୋଗ କରିବାପରେ ସେ ମଧ୍ୟ ସେଇ ସମାନ କାରଣ ଦର୍ଶାଇଥିଲେ। ନିରୁପାୟ ହୋଇ ସ୍ଥାନୀୟ ନିତିଦିନ ସାମ୍ବାଦିକ ଗଣେଶ୍ୱର ସାହୁ ଏ ଘଟଣା ସମ୍ପର୍କରେ ଓଡ଼ଗାଁ ତହସିଲଦାର ଦୃଷ୍ଟି ଆକର୍ଷଣ କରିଥିଲେ।ଓଡ଼ଗାଁ ତହସିଲଦାର ବିଜୟିତାସାମନ୍ତସିଂହାର ଏହି ଘଟଣାକୁ ଗୁରୁତର ଭାବେ ନେଇ,ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ନୟାଗଡରୁ ଆମ୍ବୁଲାନ୍ସ ଆସି ରୋଗୀକୁ ନେଇଥିବା ଜଣାପଡିଛି ।ତେବେ କଣ୍ଟେନମେଣ୍ଟ ଜୋନ କହି ରୋଗୀକୁ ମେଡିକାଲ ନ ନେବା ୧୦୮ ସ୍ୱାସ୍ଥ୍ୟସେବା ଆମ୍ବୁଲାନ୍ସ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ତୁରନ୍ତ କୁରାଳ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହାର ପାଇଁ ତହସିଲଦାରଙ୍କୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!