ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପାଣ୍ଡରିପଡ଼ା ଗ୍ରାମ ପଞ୍ଚାୟତ ପାଣ୍ଡରିପଡ଼ା ମଝିଦାଣ୍ଡସାହିକୁ କ୍ଷୁଦଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ତହସିଲଦାର ବିଜୟିତା ସାମନ୍ତ ସିଂହାର ଏହି ଆଦେଶ ଦେଇଥିବା ଜଣାଯାଇଛି । ଆଜି ଦିନ ୨ଟାଠାରୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସ୍ଥାନୀୟ ଲୋକଙ୍କୁ ବାହାରକୁ ନବାହରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।






