Thursday, August 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଂଗ୍ରେସ, ବିଜେପି କର୍ମି ବିଜେଡିରେ – କଂଗ୍ରେସ ସଭାପତି ସୋଶିଆଲ ମିଡିଆରେ ମତୁଆଲ

by Sanjay Swain
October 1, 2021
in Nayagarh, Politics
କଂଗ୍ରେସ, ବିଜେପି କର୍ମି ବିଜେଡିରେ – କଂଗ୍ରେସ ସଭାପତି ସୋଶିଆଲ ମିଡିଆରେ ମତୁଆଲ
919
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ବାଉଁଶିଆପଡ଼ା ଗ୍ରାମରେ ବିଜେପି ଓ କଂଗ୍ରେସ କର୍ମି ବିଜେଡିରେ ଯୋଗଦାନ କରିଛନ୍ତି । ଏହାକୁ ନେଇ ରାଜନୈତିକ ସ୍ତରରେ ହଟଚମ୍ପଟ ଦେଖା ଯାଇଛି । ବିଜେପି ଓ କଂଗ୍ରେସ ନେତାମାନେ ନିଜ ଦଳର ସଂଗଠନକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଆଜି ଇଟାମାଟି ଜୋନର କଂଗ୍ରେସ ଓ ବିଜେପି ଦଳର ଅନେକ ନେତା ବିଜେଡି ଦଳରେ ଯୋଗ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନରେ ଅନୁପ୍ରାଣିତ ହେବା ତଥା ନୟାଗଡ଼ ବିଧାୟକ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ପ୍ରେରଣାରେ ଉତ୍ସାହିତ ହୋଇ ବହୁ କଂଗ୍ରେସ ଓ ବିଜେପି ଲୋକ ଆଜି ବିଜେଡିରେ ଯୋଗଦାନ କରିଛନ୍ତି । ପୂର୍ବତନ ବିରୋଧୀ ଦଳର ଅନେକ ବିଜେପି ଓ କଂଗ୍ରେସ ନେତା ଆଜି ବିଜେଡିରେ ଯୋଗଦାନ କରିଛନ୍ତି । ପୁରଷତ୍ତମପୁର, ବାଉଁଶିଆପଡ଼ା, ବଳରାମପୁର, ପାଟପୁର ବିଭିନ୍ନ ଗ୍ରାମର ପଚାଶରୁ ଉର୍ଦ୍ଧ୍ୱ ନେତା ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସ୍ଥାନୀୟ ବିରୋଧୀ ନେତା ଜଗବନ୍ଧୁ ଚମ୍ପତ୍ତିଙ୍କ ସହ ଅନେକ ବିରୋଧି ଆଜି ବିଜେଡିରେ ଯୋଗଦାନ କରିଛନ୍ତି । ଆଗାମୀ ଦିନରେ ଉକ୍ତ ପଞ୍ଚାୟତ ବିଜେଡିର ଗଡ଼ ହେବ ବୋଲି ଚର୍ଚ୍ଚା ଚାଲିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!