Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଚିକା ସହାୟିକାଙ୍କ ଖାଦ୍ୟ ରନ୍ଧନ ପ୍ରତିଯୋଗିତା

by ସଞ୍ଜୟ ସ୍ୱାଇଁ
January 10, 2025
in Nayagarh, State
ପାଚିକା ସହାୟିକାଙ୍କ ଖାଦ୍ୟ ରନ୍ଧନ ପ୍ରତିଯୋଗିତା
110
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଆଜି ସରକାରୀ ଉ.ପ୍ରା.ବିଦ୍ୟାଳୟ ଓଡ଼ଗାଁ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଅଧିନସ୍ଥ ରାଜ୍ୟ ପ୍ରକଳ୍ପ ପରିଚାଳନା କାର୍ଯ୍ୟାଳୟ (ପିଏମ୍ ପୋଷଣ)ଙ୍କ ଦ୍ଵାରା ଓଡ଼ଗାଁ ସରକାରୀ ଉ.ପ୍ରା.ବିଦ୍ୟାଳୟ ପରିସରରେ ମଣ୍ଡଳ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଚିକା ସହାୟିକାଙ୍କୁ ନେଇ ଏକ ମଣ୍ଡଳ ସ୍ତରୀୟ ଖାଦ୍ୟ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ପୂର୍ବରୁ ଗତ ୨୭,୨୮ ଓ ୩୦ ତାରିଖରେ ଓଡ଼ଗାଁ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ କ୍ଲଷ୍ଟରରେ ଅନୁଷ୍ଠିତ ହୋଇଥିବା ରନ୍ଧନ ପ୍ରତିଯୋଗିତାରେ କୄତକାର୍ଯ୍ୟ ହୋଇ ଉକ୍ତ ପ୍ରତିଯୋଗିତାରେ ବାରଜଣ ପାଚିକା ଅଂଶଗ୍ରହଣ କରିଥିଲେ।

ଖାଦ୍ୟ ନିରାପତ୍ତା,ସ୍ୱଚ୍ଛତା,ରନ୍ଧନ ପ୍ରକ୍ରିୟା ତଥା ସ୍ୱାଦ ଆଧାରରେ ସରକାରୀ ଉଚ୍ଚ ବିଦ୍ୟାଳୟ କୁରାଳର ଦୀପ୍ତିମୟୀ ସାହୁ,ସରକାରୀ ଉ.ପ୍ରା.ବିଦ୍ୟାଳୟ, କୋମଣ୍ଡର ମିନତି ନାୟକ ଏବଂ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ମଞ୍ଜୁ ନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୄତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ଉନ୍ନୀତ ହୋଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସିଆରସିସି ନରେଶ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟ ତରଫରୁ ବିମଳ ବାରିକ,ସ୍ୱାଗତିକା ମହାପାତ୍ର, ସସ୍ମିତା ନାୟକ, ସଞ୍ଜୟ କୁମାର ଜେନା,ଚିନ୍ମୟ ସାଥୁଆ,ନିରଞ୍ଜନ ରଥ ଯୋଗ ଦେଇଥିଲେ। ସିଆରସିସି ଉମାକାନ୍ତ ପ୍ରଧାନ ଓ ସିଆରସିସି ଯଶୋବନ୍ତ ପଟ୍ଟନାୟକ ବିଚାରକ ଭାବେ ପାଚିକାମାନଙ୍କ ରନ୍ଧା ଖାଦ୍ୟର ମାନ ପରୀକ୍ଷା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!