Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତା ୭ ରୁ ସିଏମ ଟ୍ରଫି ୧୫ ବର୍ଷରୁ କମ ଫୁଟବଲ ଚମ୍ପିୟାନସିପ

by ସଞ୍ଜୟ ସ୍ୱାଇଁ
April 4, 2025
in Nayagarh, Sports, State
ଆସନ୍ତା କାଲିଠାରୁ ରାଜ୍ୟ ସ୍ତରୀୟ ଇଟାମାଟି ଫୁଟବଲ କପ
57
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଫାଓ ସ୍ପୋର୍ଟସ ଏବଂ ଯୁବ ବେପାର ବିଭାଗ ଓଡିଶା ସରକାର ତଥା ନୟାଗଡ଼ ଆଥ୍‌ଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆସନ୍ତା ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ଖେଳ ପଡିଆରେ ସିଏମ ଟ୍ରଫି ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ମର୍ଣ୍ଣିଂଙ୍ଗ କ୍ଲବ ନୟାଗଡ଼, ପୋଲଷ୍ଟାର ରାଜପାଟଣା, ୟୁଥ ସ୍ପୋର୍ଟସ କ୍ଲବ ବାଇଗୁଣିଆ, ମଧୁକେଶ ଆଥ୍‌ଲେଟିକ କ୍ଲବ ନାଗମୁଣ୍ଡୁଳୀ, ସ୍ପୋର୍ଟସ ଆସୋସିଏସନ ଖଣ୍ଡପଡା, ଗୋଡିପଡା ଆଥଲେଟିକ ଆସୋସିଏସନ, ଜନଶକ୍ତୀ କ୍ଲବ ଚାହାଳୀ ଏବଂ ଲଡୁକେଶ ଆଥଲେଟିକ ଆସୋସିଏସନ ଶରଣକୁଳ ଏପରି ୮ଟି ଦଳ ଭାଗ ନେଉଛନ୍ତି । ଖେଳ ସକାଳ ୭ଟାରେ ପ୍ରଥମ ମ୍ୟାଚ ଏବଂ ଅପରାହ୍ନ ୪ଟାରେ ଦ୍ୱିତୀୟ ମ୍ୟାଚ ଅନୁଷ୍ଠିତ ହେବ ।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!