Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୀବନବୀମା ନିଗମ ବିକାଶ ଅଧିକାରୀ ସଂଘ ଦେଲେ ୨ ଲକ୍ଷ ୨୫ ହଜାର ଟଙ୍କା

by Anil Panda
May 23, 2020
in Breaking
ଜୀବନବୀମା ନିଗମ ବିକାଶ ଅଧିକାରୀ ସଂଘ ଦେଲେ ୨ ଲକ୍ଷ ୨୫ ହଜାର ଟଙ୍କା
16
VIEWS
Share on FacebookShare on Twitter

ଭାରତୀୟ ଜୀବନବୀମା ନିଗମ ବିକାଶ ଅଧିକାରୀ ସଂଘ(ନ୍ୟାସନାଲ୍‌ ଫେଡେରେସନ୍‌ ଅଫ୍‌ ଇନ୍‌ସୁ୍ୟରାନ୍ସ ଫିଲï ୱାକର୍ସ ଅଫ୍‌ ଇଣ୍ଡିଆ ), କଟକ ଡିଭିଜନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଭିଡ୍‌-୧୯ ମୁକାବିଲା ପାଇଁ ୨ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଆଜି ଅପରାହ@ରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କୁ ଭେଟି ସଂଘ ତରଫରୁ ଏହି ଅର୍ଥ ପ୍ରଦାନ କରାଯାଇଛି । ସଂଘର ସାଧାରଣ ସଂପାଦକ ଶ୍ରୀ ବିଜୟ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଚେକ୍‌ ଆକାରରେ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ପ୍ରଦାନ କରିଛନ୍ତି । କଟକ ଡିିଭିଜନ୍‌ ଅଧୀନସ୍ଥ ୧୯ଟି ଶାଖାର ସଂଘ ଅନ୍ତର୍ଭୁକ୍ତ ସଦସ୍ୟମାନେ ଏହି ଅର୍ଥ ପ୍ରଦାନ କରିଛନ୍ତି । ଆଜି ଏହି ଚେକ୍‌ ପ୍ରଦାନ ସମୟରେ ସଂଘର ଇଷ୍ଟ ସେଣ୍ଟ୍ରାଲ୍‌ ଜୋନର ସଭାପତି ଶ୍ରୀ ତାରିଣୀ ପ୍ରସାଦ ମହାପାତ୍ର, କଟକ ଡିଭିଜନ୍‌ର ଆବାସିକ ସଂପାଦକ ଶ୍ରୀ ଦେଶରଞ୍ଜନ ମହାପାତ୍ର, ଉପସଭାପତି ଶ୍ରୀ ହରେକୃଷ୍ଣ ପଣ୍ଡା, ଯୁଗ୍ମ ସଂପାଦକ ଶ୍ରୀ ରାଜେଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!