Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
December 29, 2024
in Nayagarh, State
କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
355
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ୩ଟି ଜିଲ୍ଲାକୁ ପରିଦର୍ଶନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତେବେ ପ୍ରଥମେ ନୟାଗଡ଼ ଜିଲ୍ଲା ପରିଦର୍ଶନ କରିବାପରେ ପରବର୍ତ୍ତୀ ପର୍ଯ୍ୟାୟରେ ଗଞ୍ଜାମ ଏବଂ ଗଜପତି ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ନୟାଗଡ଼ ଜିଲ୍ଲା ର ୩ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରଣପୁର ବ୍ଳକ ର ଚାଷୀ ମାନେ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ସାରା ରଣପୁର ବ୍ଳକ ରେ ୩୯୦୦ ହେକ୍ଟର ଥିବାବେଳେ କାଣ୍ଡପଡ଼ା ପଞ୍ଚାୟତରେ ୨୦୬ ହେକ୍ଟର ଜମି ଶତକଡା ୮୦/୯୦ ଭାଗ ଧାନ ଫସଲ ନଷ୍ଟ ହୋଇଛି।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ର କାଣ୍ଡପଡା ପଞ୍ଚାୟତରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ରାଜସ୍ୱ ବିପର୍ଯ୍ୟୟମନ୍ତ୍ରୀ ସୁରେଶ ପୂଜାରୀ ଓ ବାଚସ୍ପତି ସୁରମାପାଢୀ ପହଞ୍ଚି କ୍ଷୟକ୍ଷତିର ଆକଳନ ନେଇ ଚାଷୀ ଙ୍କ ଆଲୋଚନା ଏବଂ ପର‌୍ୟ୍ୟାଲୋଚନା କରିଥିଲେ। କାଣ୍ଡପଡା ପଞ୍ଚାୟତରେ ରଣପୁର ବ୍ଳକ ର ୩୭ ଟି ପଞ୍ଚାୟତର ଚାଷୀ ମାନେ ନିଜ ନିଜର କ୍ଷୟକ୍ଷତି ଗ୍ରସ୍ତ ହୋଇଥିବା ଧାନ ଚାଷ , ଗଜା ଧାନକୁ ହାତରେ ଧରି ରାସ୍ତା କଡ ଏବଂ ଚାଷ ଜମିରେ ମୁଖ୍ୟମନ୍ତ୍ରୀ ପଶି ପରିଲକ୍ଷିତ କରିବା ସହ। ଚାଷୀ ଙ୍କ ମୁଖ୍ୟ ଅଭିଯୋଗ କ୍ରମେ ଶତକଡା ୮୦ /୯୦ ଭାଗ ଅମଳ ଧାନ କ୍ଷୟକ୍ଷତି , ଭାଗଚାଷୀ ଙ୍କୁ ପ୍ରକୃତ ଦେୟ ମିଳିବା ଏବଂ ବୀମା କ୍ଷେତ୍ରରେ ସହାୟତା ମିଳିବାକୁ ବ୍ଳକ ର ସମସ୍ତ ପ୍ରସାଶନିକ ଅଧିକାରୀ ବିଡିଓ, ତହସିଲ, କୃଷି ଅଧିକାରୀ ଓ ଆର୍ ଆଇ ଙ୍କୁ ଲିଖିତ ଅଭିଯୋଗ କରିବେ। ଆଜି ଆବେଦନ କରିବାର ଶେଷ ଦିନ ହୋଇଥିବାରୁ ରାତି ୧୨ ଘଣ୍ଟିକା ମଧ୍ୟରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେବାସହ ଏକ ଟୋଲ ଫ୍ରି ନମ୍ବର ୧୪୪୪୭ କଲ କରି ଚାଷୀମାନେ କ୍ଷୟକ୍ଷତିର ଅଭିଯୋଗ କରିପାରିବେ ଏବଂ ସମସ୍ତ ପ୍ରକାର ଚାଷୀକୁ ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ର ସହାୟତା ମିଳିବାକୁ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!