Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକଙ୍କ ଘରୁ ଚୋରି ; ଠାଉରିଆ ଚୋରଙ୍କ ନଜରରେ କୁରାଳ

by ସଞ୍ଜୟ ସ୍ୱାଇଁ
June 5, 2021
in Nayagarh
ଶିକ୍ଷକଙ୍କ ଘରୁ ଚୋରି ; ଠାଉରିଆ ଚୋରଙ୍କ ନଜରରେ କୁରାଳ
333
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ବେଙ୍ଗେଇସାହିର ଶିକ୍ଷକ ଜଗନ୍ନାଥ ମିଶ୍ର(୫୦) ଓରଫ କୁଲୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତମାନେ ବାଡ଼ି ପଛପଟ କବାଟ ଭାଙ୍ଗି ନଗଦ ୬ ହଜାର ଟଙ୍କା ସମେତ ଇମିଟେସନ ସାମଗ୍ରୀ, ବ୍ୟାଙ୍କଖାତା, ଆବଶ୍ୟକୀୟ କାଗଜପତ୍ର, ଏଟିଏମ କାର୍ଡ଼ ଲୁଟି ନେଇଥିବା ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ହୋଇଅଛି ।ଅନ୍ୟପକ୍ଷରେ ଜଗନ୍ନାଥ ମିଶ୍ରଙ୍କ ଘର ଠାରୁ ମାତ୍ର ୧୦୦ ମିଟର ଦୁରରେ ନିଶାମଣି ପ୍ରଧାନ (୪୫)ଙ୍କ ଘରୁ ସମାନ ଢଙ୍ଗରେ ଚୋରି କରିବାକୁ ଉଦ୍ୟତ ହେଉଥିବା ସମୟରେ ନିଶାମଣିଙ୍କ ନିଦ ଭାଙ୍ଗି ଯାଇଥିଲା । ଫଳରେ ଚୋରି ଉଦ୍ୟମ ପଣ୍ଡ ହେବା ସହ ଦୁର୍ବୁତ୍ତମାନେ ଚମ୍ପଟ ମାରିଛନ୍ତି । ଓଡ଼ଗାଁ ଆଦର୍ଶଥାନା ଏସଆଇ ସଞ୍ଜୟ କୁମାର ପରିଡ଼ା ଏବଂ ସ୍ନେହଲତା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!