କୋଣାର୍କ,(ବାଘୁଆବାର୍ତ୍ତା): ମାଘମେଳାରେ ହୋବକୁ ଥିବା ଜନସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ବେଳାଭୂମି ଉପରେ ୧୪୪ଧାରା ଜାରି କରାଯିବା ନେଇ ନିଷ୍ପ ି ନେଇଛନ୍ତି । ତେବେ ୧୪୪ ଧାରା ଆସନ୍ତା ୧୮ତାରିଖ ପୂର୍ବାହ୍ନ ୧୧ଘଟିକା ଠାରୁ ୧୯ ତାରିଖ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟରେ ମାଘ ସପ୍ତମୀ ଯୋଗୁଁ ଚନ୍ଦ୍ରଭାଗାରେ ବୁଡ ପକାଇବା ସହିତ ପହିଲି ସୂର୍ଯ୍ୟ ଦର୍ଶନ ପାଇଁ ଭକ୍ତଙ୍କ ଜନସମାଗମ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପ ି ନେଇଥିବା ଉପ-ଜିଲ୍ଲାପାଳ ଭବତାରଣ ସାହୁ ୧୪୪ଧାରା ଜାରିକରାଯିବା ନେଇ ନିଷ୍ପ ି ନେଇଛନ୍ତି ।





