Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାକିରୀ ଦେବା ନାଁରେ ଠକିନେଲେ ବିଜେପି ନେତା

by ସଞ୍ଜୟ ସ୍ୱାଇଁ
August 2, 2021
in Crime
ଚାକିରୀ ଦେବା ନାଁରେ ଠକିନେଲେ ବିଜେପି ନେତା
142
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତସିଂହାରଙ୍କ ବିରୋଧରେ ଚାକିରି କରାଇଦେବା ନାଁରେ ଅର୍ଥ ଆଦାୟ ଭଳି ଆସିଛି ସଙ୍ଗିନ୍ ଅଭିଯୋଗ। ଆନନ୍ଦପୁର ବ୍ଲକ୍ ଶାଳବଣି ଗ୍ରାମର ୨ଜଣ ଯୁବକ ନେତାଙ୍କ ବିରୋଧରେ ଆଣିଛନ୍ତି ଏହି ଅଭିଯୋଗ। ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଚନାନୁସାରେ, ମହେଶ୍ଵର ସାହୁ ଓ ଶକ୍ତି ପ୍ରସାଦ ନାଥଙ୍କ ଠାରୁ ବିଦ୍ୟୁତ୍ ବିଭାଗରେ ବିଲ୍ କଲେକ୍ସନ୍ ଓ ଧାମରା ପୋର୍ଟରେ ଚାକିରି କରାଇଦେବା କହି ଯଥାକ୍ରମେ ୪୦ ହଜାର ଓ ୨୦ ହଜାର ଟଙ୍କା ନେଇଥିଲେ ଜ୍ଞାନ। ଚାକିରି କରିଦେବା ନାଁରେ ଏହି ଦୁଇ ଜଣଙ୍କଠୁ ପ୍ରାୟ ବର୍ଷେ ହେବ ଟଙ୍କା ନେଇଥିଲେ। ହେଲେ ସେ ନା ଚାକିରି କରାଇ ଦେଇଛନ୍ତି ନା ଟଙ୍କା ଫେରାଇଛନ୍ତି। ବାଧ୍ୟ ହୋଇ ଦୁଇ ଯୁବକ ଜ୍ଞାନଙ୍କ ବିରୋଧରେ ଆନନ୍ଦପୁର ଥାନାରରେ ଏନେଇ ମାମଲା ରୁଜୁ କରିଛନ୍ତି। ପୁଲିସ୍ ମାମଲା ରୁଜୁକରି ଏ ଦିଗରେ ଉଚିତ୍ ପଦକ୍ଷପ ଗ୍ରହଣ କରିବାର ଆଶ୍ଵସନା ଦେଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!