Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ଜଣ ମହାକାଶଚାରୀଙ୍କୁ ‘ମହାକାଶକ କେନ୍ଦ୍ର’ ନିର୍ମାଣ ଲାଗି ପଠାଇବ ଚୀନ୍‌

by ସଞ୍ଜୟ ସ୍ୱାଇଁ
June 16, 2021
in Feature News
୩ଜଣ ମହାକାଶଚାରୀଙ୍କୁ ‘ମହାକାଶକ କେନ୍ଦ୍ର’ ନିର୍ମାଣ ଲାଗି ପଠାଇବ ଚୀନ୍‌
56
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଗୁରୁବାର ସକାଳ ୯. ୨୨ରେ ଗୋବି ମରୁଭୂମିରୁ ଉତ୍‌କ୍ଷେପଣ ହେବାକୁ ଥିବା ମହାକାଶଯାନରେ ଚୀନ୍‌ ୩ଜଣ ମହାକାଶଚାରୀଙ୍କୁ ପ୍ରେରଣ କରିବ ବୋଲି ‘ଚାଇନା ମ୍ୟାନ୍‌ଡ୍‌ ସ୍ପେସ୍‌ ଏଜେନ୍ସି’ର (ସିଏମ୍‌ଏସ୍‌ଏ) ଜଣେ ଅଧିକାରୀ କହିଛନ୍ତି। ମାନବବାହୀ ମହାକାଶଯାନା ‘ସେନ୍‌ଝୌ’ (ଚୀନ୍‌ ଭାଷାରେ ଏହାର ଅର୍ଥ ‘ନୈସର୍ଗିକ ପୋତ’କୁ ଉତ୍ତରପଶ୍ଚିମ ଚୀନ୍‌ସ୍ଥିତ ‘ଜିଉକ୍ବାନ୍‌ ସାଟେଲାଇଟ୍‌ ସେଣ୍ଟର୍‌’ରୁ ଉତ୍‌କ୍ଷେପଣ କରାଯିବ ବୋଲି ବୁଧବାର ଦିନ ‘ସିଏମ୍‌ଏସ୍‌ଏ’ କହିଛି। କଠିନ ପରୀକ୍ଷା ପରେ ନିଏ ହୈସେଙ୍ଗ୍‌, ଲିଉ ବମିଙ୍ଗ୍‌ ଏବଂ ସାଙ୍ଗ୍ ହୋଙ୍ଗବୋ ନାମରେ ତିନିଜଣ ମହାକାଶଚାରୀଙ୍କୁ ଏହି ମହାକାଶଯାନରେ ପଠାଯିବାକୁ ଚୟନ କରାଯାଇଛି। ‘ସିଙ୍ଗ୍‌ହୁଆ’ ନିଉଜ୍‌ ଏଜେନ୍ସି କହିଛି, ଚୀନ୍‌ର ମହାକାଶ କେନ୍ଦ୍ର ନିର୍ମାଣ ନିମନ୍ତେ ତିନିଜଣ ମହାକାଶଚାରୀଙ୍କୁ ପଠାଯିବ। କକ୍ଷପଥରେ ପ୍ରବେଶ କରିବା ପରେ ମହାକାଶଯାନଟି ପୂର୍ବରୁ କକ୍ଷପଥରେ ପରିକ୍ରମା କରୁଥିବା ମହାକାଶ କେନ୍ଦ୍ରର ‘ଢାଞ୍ଚା’ ‘ତିଆନ୍‌ହେ’ ସହ ଆପଣାଛାଏଁ ସମ୍ମିଳିତ ହୋଇଯିବ। ମହାକାଶଯାନ ‘ସେନ୍‌ଝୌ-୧୨‘ରେ ଥିବା ମହାକାଶଚାରୀମାନେ ଉକ୍ତ କକ୍ଷପଥରେ ପରିକ୍ରମା କରୁଥିବା ୧୬.୬ ମିଟର ଦୀର୍ଘ ଏବଂ ୪.୨ ମିଟର୍ ବ୍ୟାସବିଶିଷ୍ଟ ‘ସିଲିଣ୍ଡର୍‌’ ଆକୃତିର ‘ତିଆନ୍‌ହେ’ ମଧ୍ୟରେ ୩ ମାସ ରହିବେ। ସୂଚନାଯୋଗ୍ୟ, ଚୀନ୍‌ର ‘ମହାକାଶ କେନ୍ଦ୍ର’ ସମ୍ପୂର୍ଣ୍ଣ ନିମନ୍ତେ ହେବାକୁ ଥିବା ୧୧ଟି ଅଭିଯାନରୁ ‘ସେନ୍‌ଝୌ-୧୨’ ହେବ ତୃତୀୟ ଅଭିଯାନ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!