Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପା ଦେଇଥିଲା ନିଖୋଜ ଏତଲା, ଝିଅକୁ ବିବାହ ବେଳେ ଉଠାଇ ଆଣିଲା ଚାଇଲ୍ଡ ଲାଇନ୍‌

by Anil Panda
July 27, 2020
in Breaking, Nayagarh
ବାପା ଦେଇଥିଲା ନିଖୋଜ ଏତଲା, ଝିଅକୁ ବିବାହ ବେଳେ ଉଠାଇ ଆଣିଲା ଚାଇଲ୍ଡ ଲାଇନ୍‌
908
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ଝିଅ ନିଖୋଜ ଥିବା ନେଇ ତାଙ୍କ ସାବତ ବାପା ଥାନାରେ ଏତଲା ଦେଇଥିବା ବେଳେ ଝିଅକୁ ଜଣେ ଅପ୍ରାପ୍ତ ବୟସ୍କ ଯୁବକ ବିବାହ କରୁଥିବା ନେଇ ଚାଇଲ୍ଡ ଲାଇନ୍‌କୁ ଖବର ଆସିଥିଲା । ଓଡ଼ଗାଁ ଅଂଚଳର ରାଜକିଶୋର ପରିଡ଼ାଙ୍କ ପୁଅ ପ୍ରକାଶ ପରିଡ଼ା ଝିଅକୁ ଉଠାଇ ନେଇ ଓଡ଼ଗାଁର ଏକ ଘରେ ରଖି ଆଜି ବିବାହ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଖବରପାଇ ଓଡ଼ଗାଁ ନାବାଳିକା ନିରୋଧ ଅଧିକାରୀ ସ୍ୱର୍ଣ୍ଣଲତା ଜେନା ଏବଂ ଚାଇଲ୍ଡ ଲାଇନ ସଦସ୍ୟ ପଂହଚି ବିବାହ ଅଟକାଇଥିଲେ । ପୁଅର ବୟସ ୧୯ ବର୍ଷ ହୋଇଥିବାରୁ ଉଭୟ ପୁଅ ଓ ଝିଅଙ୍କୁ ସିଡବ୍ଲ୍ୟୁସିରେ ହାଜ କରାଯାଇଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!