Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଦୀରୁ ବରକନ୍ୟାକୁ ଉଠାଇ ଆଣିଲା ପୁଲିସ୍

by Anil Panda
May 8, 2020
in Crime
ବେଦୀରୁ ବରକନ୍ୟାକୁ ଉଠାଇ ଆଣିଲା ପୁଲିସ୍
35
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ବେଦୀରୁ ବରକନ୍ୟାକୁ ଉଠାଇ ଆଣିଲା ପୁଲିସ । ନାବାଳିକା ବିବାହ ଚାଲିଥିବା ନେଇ ଖବର ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନାନୁସାରେ, ଫତେଗଡ଼ ଅଂଚଳର ଜଣେ ୧୭ ବର୍ଷିୟା ନାବାଳିକାଙ୍କ ବିବାହ ଆଜି ଭୁଆଶୁଣି ମନ୍ଦିର ପରିସରରେ ଅନୁଷ୍ଠିତ ହେଉଥିଲା । ଭାପୁର ମର୍ଦ୍ଦାବାଡ଼ି ଗୋହିରପଦା ଗ୍ରାମର ରାହାସ ବିହାରୀ ଦାଶଙ୍କ ପୁଅ ତଥା ଟ୍ରାକ୍ଟର ଡ୍ରାଇଭର ବଳରାମ ଦାଶ(୧୯)ଙ୍କ ସହ ବିବାହ ଅନୁଷ୍ଠିତ ହେବାକୁ ଯାଉଥିଲା । ଏନେଇ ଆଜି ମନ୍ଦିର ପରିସରରେ ଭୋଜି ଭାତ ସରିଥିବା ବେଳେ ଉଭୟ ବରକନ୍ୟା ବେଦିକୁ ଯିବାକୁ ଅପେକ୍ଷା କରିଥିଲେ । ଖବରପାଇ ଚାଇଲ୍ଡ ସଦସ୍ୟ ଲାଇନ୍ ଚନ୍ଦ୍ରଶେଖର ବେହେରା, ସ୍ୱର୍ଣ୍ଣଲତା ସାହୁ, ନାବାଳିକା ବିବାହ ନିରୋଧ ଅଧିକାରୀ ଜ୍ୟୋତିର୍ମୟୀ ସାହୁ, ଫତେଗଡ଼ ଥାନା ଏସ୍‌ଆଇ ସଚ୍ଚିଦାନନ୍ଦ ସାମନ୍ତରାୟ ପ୍ରମୂଖ ସଦଳବଳେ ପହଂଚି ନାବାଳିକା ବିବାହ ରୋକିବାକୁ ଚେଷ୍ଟା କରିଥିଲେ । ମାତ୍ର ଉଭୟ ପରିବାର ଅମଙ୍ଗ ହେବାରୁ ପୁଲିସ ବରକନ୍ୟାକୁ ଉଠାଇ ଆଣି ସିଡବ୍ଲ୍ୟୁସିରେ ହାଜର କରିବା ପରେ ଏକ ଷ୍ଟେହୋମ୍‌କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!