Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିକିତ୍ସାର ହାତ ବଢ଼ାଇଲା ଜିଲ୍ଲା ଆଇନସେବା ପ୍ରାଧୀକରଣ

by ସଞ୍ଜୟ ସ୍ୱାଇଁ
December 3, 2019
in Nayagarh
ଚିକିତ୍ସାର ହାତ ବଢ଼ାଇଲା ଜିଲ୍ଲା ଆଇନସେବା ପ୍ରାଧୀକରଣ
14
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲା ଆଇନସେବା ପ୍ରାଧିକରଣ ନୟାଗଡ଼ଙ୍କ ହସ୍ତକ୍ଷେପରେ ନୂଆଗାଁ ବ୍ଲକ୍ ମାଳିସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଳିସାହି ଗ୍ରାମର ଲୋକନାଥ ସ୍ୱାଇଁ, ପିତା ୰ ଅନନ୍ତ ସ୍ୱାଇଁଙ୍କୁ ଗ୍ରାମୀଣ ଆଇନ୍ ସହାୟତା କର୍ମୀଙ୍କ ପ୍ରଚେଷ୍ଟାରେ ସଚିବ ରଞ୍ଜୁଲତା ଲେଙ୍କାଙ୍କ ନିର୍ଦ୍ଦେଶରେ ୬୦ବର୍ଷର ରୋଗଗ୍ରସ୍ତ ବୃଦ୍ଧଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ପ୍ରକାଶଥାଉ କି ଉକ୍ତ ବୃଦ୍ଧଙ୍କର ପରିବାରର ୪ଭାଇ ଓ ଗୋଟିଏ ଭଉଣୀ ଥିଲେ ମଧ୍ୟ ତାଙ୍କୁ କେହିହେଲେ ସହଯୋଗ ଓ ସହାୟତାର ହାତ ବଢ଼ାଇନଥିଲେ । ଯାହାଫଳରେ ସେ ରୋଗାଗ୍ରସ୍ତ ହୋଇ ଆଜକୁ ୮ଦିନ ହେବ ନଖାଇ ନପିଇ ଶଯ୍ୟାଶାୟୀ ଥିଲେ । କୌଣସି ସୂତ୍ରରୁ ଖବରପାଇ ଗ୍ରାମୀଣ ଆଇନ୍ ସହାୟତା କର୍ମୀ ରମେଶ କୁମାର ଦାସ ସଚିବଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ । ସଚିବ ବୃଦ୍ଧ ଜଣଙ୍କର ଉପଯୁକ୍ତ ଚିକିତ୍ସା ଓ ଥଇଥାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଇନ୍ ସହାୟତା କର୍ମୀ ଦେବାଷିଶ ପଟ୍ଟନାୟକ, ଲିପ୍ସା ଦାସ ଏବଂ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!