Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ଛେନାପୋଡ଼ ଦିବସ ପାଳିଲା ଜିଲ୍ଲା ଓକିଲ ସଂଘ

by ସଞ୍ଜୟ ସ୍ୱାଇଁ
April 11, 2025
in Nayagarh, State
ବିଶ୍ୱ ଛେନାପୋଡ଼ ଦିବସ ପାଳିଲା ଜିଲ୍ଲା ଓକିଲ ସଂଘ
69
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ଛେନାପୋଡ଼ ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁ ଙ୍କ ପୁଣ୍ୟ ଜନ୍ମତିଥି ରେ ବିଶ୍ୱ ଛେନାପୋଡ଼ ଦିବସ ଧୁମଧାମ ରେ ପାଳିଛି ନୟାଗଡ ଜିଲ୍ଲା ଓକିଲ ସଂଘ l ଜିଲ୍ଲା ସ୍ୱତନ୍ତ୍ର ପୋକ୍ସ ଜଜ ଶ୍ରୀ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ରୀଜା ରାୟ, ରେଜିଷ୍ଟ୍lର ଶ୍ରୀମତୀ ସୋନାଲି ସୁଚରିତା ଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ, ସମ୍ପାଦକ ସ୍ବଦେଶ ମିଶ୍ର, ସହସମ୍ପାଦକ ଆଶୁତୋଷ ସାମନ୍ତରାୟ, ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ, ଅଜୟ ଚନ୍ଦ୍ର ମହାନ୍ତି, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଓକିଲ ସଙ୍ଘ ସମସ୍ତ ସଦସ୍ୟ ଗଣ ମିଶି ବାର ହଲ ରେ ସମବେତ ହୋଇ ଛେନାପୋଡ଼ କାଟି ଏହି ଖୁସି ମୁହୂର୍ତ୍ତରେ ପରସ୍ପର ଛେନାପୋଡ଼ ଖୁଆଖୁଇ ହୋଇଥିଲେ l

ମୋହରିର, ଟାଇପିସ୍ଟି, ଲିଟିଗାଣ୍ଟ ପବ୍ଲିକ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଛେନାପୋଡ଼ ପରଷା ଯାଇଥିଲା l ନୟାଗଡ ଛେନାପୋଡ଼ କୁ ବହୁ ପ୍ରତିକ୍ଷୀତ ଜିଆଇ ତ୍ୟାଗ ମାନ୍ୟତା ପ୍ରଦାନ କରାଗଲେ ନୟାଗଡ ଜିଲ୍ଲାରେ ଛେନାପୋଡ଼ ର ବ୍ୟବସlୟିକ ଅଭିବୃଦ୍ଧି ଘଟିବା ସହିତ ନୟାଗଡ ଜିଲ୍ଲା ବ୍ୟାପି ବହୁ କର୍ମନିଯୁକ୍ତି ସୃଷ୍ଟି ହେବ ଏବଂ ଯୁବକ ମାନେ ରୋଜଗାର ପାଇବେ, ଜିଲ୍ଲାରେ ଅର୍ଥନୀତିକ ବିକାଶ ହୋଇ ପାରିବ ଏବଂ ନୂତନ ଭାବେ ଛେନାପୋଡ଼ ଶିଳ୍ପ ଗଢି ଉଠିବ ବୋଲି ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ କହିଛନ୍ତି l ସଂଘର ଉପସଭାପତି ସନ୍ତୋଷ କୁମାର ରାଉତରାୟ ଅନୁଷ୍ଠାନିକ ଧନ୍ୟବାଦ ଦେଇଥିଲେ l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!