Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାନଦୀ ଉପରେ ପୁଣି ଛତିଶଗଡ଼ର ଲୋଲୁପ ଦୃଷ୍ଟି

by ସଞ୍ଜୟ ସ୍ୱାଇଁ
May 13, 2025
in State
ମହାନଦୀ ଉପରେ ପୁଣି ଛତିଶଗଡ଼ର ଲୋଲୁପ ଦୃଷ୍ଟି
36
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ ପୁଣି ଛତିଶଗଡର ଆଖି। ମହାନଦୀର ପ୍ରମୁଖ ଶାଖା ନଦୀ ସାନକେଲୋ ନଦୀରେ ଛତିଶଗଡ଼ ସରକାର ପୁଣି ଆରମ୍ଭ କରିଛନ୍ତି ବ୍ୟାରେଜ ନିର୍ମାଣ କାର୍ଯ୍ୟ । ଏହି ବ୍ୟାରେଜ ନିର୍ମାଣ ହେଲେ ଅଣ ମୌସମୀ ସମୟରେ ସାନକେଲୋ ନଦୀରୁ ଟୋପାଏ ବି ପାଣି ଆଉ ମହାନଦୀକୁ ଆସିବ ନାହିଁ । ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାର ପ୍ରଭାବିତ ହେବା ସହ ପାଣି ମୁନ୍ଦାଏ ପାଇଁ ଛଟପଟ ହେବେ ଓଡିଶାବାସୀ । ମହାନଦୀ ଉପରମୁଣ୍ଡ କଲମା ଠାରେ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇ ଥିବା ଛତିଶଗଡ ସରକାର ଏବେ ଏହାର ଶାଖା ନଦୀର ପାଣି ଉପରେ ନଜର ପକାଇଛନ୍ତି ହେଲେ ଏଭଳି ସମୟରେ ଆମ ରାଜ୍ୟ ସରକାର କାହିଁକି ଚୁପ୍ ବୋଲି ରାଜ୍ୟବାସୀ ପ୍ରଶ୍ନ କଲେଣି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!