Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଂଲଣ୍ଡକୁ ଟାର୍ଗେଟ ଦେଲା ଭାରତ

by ସଞ୍ଜୟ ସ୍ୱାଇଁ
February 15, 2021
in Sports
ବାଇ-ଲ ପ୍ରସଙ୍ଗ ; ଚିଠି ଲେଖିଲେ ମୁଖ୍ୟଶାସନ ସଚିବ
211
VIEWS
Share on FacebookShare on Twitter

ଚେନ୍ନାଇ,(ବାଘୁଆବାର୍ତ୍ତା): ରବିବାର ଦିନ ବୋଲିଂରେ ଯାଦୁ କରି ୫ଟି ୱିକେଟ୍ ନେଇ ଦମଦାର ପ୍ରଦର୍ଶନ କରିଥିବା ରବିଚନ୍ଦ୍ର ଅଶ୍ୱିନ ଆଜି ବ୍ୟାଟିଂରେ ଚମକ୍ରାର ଇଂନିସ୍ ଖେଳିଛନ୍ତି । ଅଶ୍ୱିନ ୧୪୮ଟି ବଲ୍ ସମ୍ମୁଖୀନ ହୋଇ ୧୪ଟି ଚୌକା ଓ ୧ଟି ଛକା ବଳରେ ୧୦୬ ରନ୍ ସଂଗ୍ରହ କରି ଭାରତର ରନ ସ୍କୋରକୁ ୨୮୬ ରେ ପହଞ୍ଚାଥିବା ଜଣାପଡିଛି । ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ଚାଲିଥିବା ଭାରତ- ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚର ୩ୟ ଦିନରେ ଅଶ୍ୱିନଙ୍କ ଶତକୀୟ ଇଂନିସ ବଳରେ ଭାରତ ଇଂଲଣ୍ଡ ଆଗରେ ୪୮୨ ରନର ବିଶାଳ ସ୍କୋର ଛିଡ଼ା କରିଛି । ଭାରତ ଆଜି ପୂର୍ବଦିନ ସ୍କୋର ୫୪/୧ ରୁ ଖେଳ ଆରମ୍ଭ କରିଥିଲା । ରୋହିତ ଶର୍ମା ଓ ପୂଜାରାଙ୍କ ୱିକେଟ ପତନ ପରେ ବିରାଟ କୋହିଲ ଅର୍ଦ୍ଧଶତକୀୟ ଇଂନିସ ଓ ଅଶ୍ୱିନଙ୍କ ଶତକୀୟ ଇଂନିସ ବଳରେ ଭାରତ ଦ୍ୱିତୀୟ ସିଜିନରେ ୨୮୬ରନ୍ରେ ଅଲଆଉଟ୍ ହୋଇଥିଲା । ତେବେ ଇଂଲଣ୍ଡ ଦଳ ସାଢ଼େ ୪ଟା ସୁଦ୍ଧା ମୂଲ୍ୟବାନ ୧ ଟି ୱିକେଟ୍ ହରାଇ ୪୯ ରନ୍ କରିବାରେ ସକ୍ଷମ ହୋଇଛି । ଏହାପୂର୍ବରୁ ଇଂଲଣ୍ଡ ୧୩୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!