Thursday, November 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠମାନଙ୍କ ପାଇଁ ମାଗଣା ବସ ଟିକେଟ୍

by ସଞ୍ଜୟ ସ୍ୱାଇଁ
February 15, 2021
in Feature News
ବରିଷ୍ଠମାନଙ୍କ ପାଇଁ ମାଗଣା ବସ ଟିକେଟ୍
295
VIEWS
Share on FacebookShare on Twitter

ଚେନ୍ନାଇ,(ବାଘୁଆବାର୍ତ୍ତା): ଏଣିକି ଚେନ୍ନାଇ ସହରର ବରିଷ୍ଠ ବ୍ୟକ୍ତିମାନେ ମାଗଣାରେ ବସ ଯାତ୍ରା କରିବେ । ଏହାକୁ ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଏମଟିସି) ଲାଗୁ କରିଛି । ଏହି ସେବା ପ୍ରଥମେ ଚେନ୍ନାଇ ସହରରେ ୨୦୧୬ ଫେବୃଆରୀ ମାସରେ ଆରମ୍ଭ କରାଯାଇଥିଲା । ୨୦୨୦ ଜାନୁଆରୀ ସୁଦ୍ଧା ସାଢ଼େ ୩ ଲକ୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ଏହି ଯୋଜନାରେ ଉପକୃତ ହୋଇଥିଲେ । ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କବ୍ୟକ୍ତି ବିଶେଷମାନେ ଏମଟିସି ବସରେ ମାସକୁ ୧୦ ଥର ମାଗଣାରେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି । ଏମଟିସି ପକ୍ଷରୁ ଟିକେଟ ନବୀକରଣ ପାଇଁ ସହରର ୨୧ ଟି ଡିପୋ ଖୋଲାଯାଇଛି । ଡିପୋକୁ ଯାଇ ନିଜର ବୟସ ଓ ଠିକଣାର ପ୍ରମାଣପତ୍ର ଦେଇ ଆବେଦନ କରିପାରିବେ ଏବଂ ପୂର୍ବରୁ ଟିକେଟ୍ ଥିବା ବରିଷ୍ଠମାନେ ପୁରୁଣା ଟିକେଟ୍ ନେଇ ନବୀକରଣ କରି ଏମଟିସି ବସରେ ମାଗଣା ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!