Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାରିଭାଇ ଏକାଠି ଅଛୁ : ସୈାମ୍ୟ ବୃତ୍ତଙ୍ଗ ପାଇଁ ଦିଲ୍ଲୀ ଯିବେ ଚାରି ବିଧାୟକ

by ସଞ୍ଜୟ ସ୍ୱାଇଁ
November 30, 2019
in Breaking
17
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା) : ଚାରିଭାଇ ଏକାଠି ଅଛୁ । ଜିଲ୍ଲାପାଇଁ ସବୁ ଅସମ୍ଭବକୁ ସସମ୍ଭ କରିବୁ । କୁସୁମୀ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ସଭାରେ ଖଣ୍ଡପଡ଼ା ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକ ବୃତ୍ତଙ୍ଗ ଜଳସଚେନ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଏହା ଦିଲ୍ଲୀରେ ଅଟକିଥିବା କହିଥିଲେ । ଦୀର୍ଘ ୬୦ ବର୍ଷ ଧରି ଏହି ପ୍ରକଳ୍ପ ଯୋଜନା ମଧ୍ୟରେ ଅଟକିଥିବା ବେଳେ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳରୁ ଏହା ୭ ଶହ କୋଟି ବ୍ୟୟ ହେବ ବୋଲି ଏବେ ଆକଳନ କରାଯାଇଥିବା ନେଇ ସେ ସୂଚନା ଦେଇଥିଲେ । ଏହାକୁ ନେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ପୂର୍ବରୁ ଏ ସଂମ୍ପର୍କରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସହ ସେ ଆଲୋଚନା କରିଛନ୍ତି । ଆବଶ୍ୟକ ପଡ଼ିଲେ ଚାରି ବିଧାୟକ ଦିଲ୍ଲୀ ଯାଇ ବୃତ୍ତଙ୍ଗ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବୃତ୍ତଙ୍ଗ ପ୍ରସଙ୍ଗ ଆଜିର ସଭାରେ ଉଠିବା ପରେ ସ୍ଥାନୀୟ ଲୋକଙ୍କ ମନରେ ପୁଣି ଏକ ବିଶ୍ୱାସ ଜନ୍ମ ନେଇଛି । ଆମ ସହିତ ଆରଡିସି ଏବଂ ଜିଲ୍ଲାପାଳ ସମଗ୍ର ପ୍ରଶାସନ ଅଧିକାରୀ ଅଛନ୍ତି । ନୟାଗଡ଼ରେ ଜନସାଧାରଣ ଏବଂ ଜନପ୍ରତିନିଧିଙ୍କ ତରଫରୁ ପ୍ରଶାସନକୁ ସବୁବେଳେ ସହଯୋଗ ମଧ୍ୟ ରହି ଆସିଛି ବୋଲି ମନ୍ତ୍ରୀ କହିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!