Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାରି ବିଗ୍ରହଙ୍କ ଦେବଦାରୂ ଚିହ୍ନଟ

by ସଞ୍ଜୟ ସ୍ୱାଇଁ
December 6, 2019
in State
ଚାରି ବିଗ୍ରହଙ୍କ ଦେବଦାରୂ ଚିହ୍ନଟ
16
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଦଶପଲ୍ଲା ସାତପାଟଣାଠାରେ ନିର୍ମାଣ ହେବାକୁ ଥିବା ଜଗନ୍ନାଥ ମନ୍ଦିରର ରôତମୁଦ କାର୍ଯ୍ୟ ଶେଷ ହୋଇଥିବା ବେଳେ ମନ୍ଦିରରେ ପୂଜିତ ହେବାକୁ ଥିବା ଚାରି ବିଗ୍ରହଙ୍କ ଦାରୂ ଚିହ୍ନଟ ଶେଷ ହୋଇଛି । ଏହି ପ୍ରରିପ୍ରେକ୍ଷିରେ ଦଶପଲ୍ଲା ଗୋହିରିଆପଡ଼ା ଗାଁ ମୁଣ୍ଡରେ ଶ୍ରୀ ସୁଦର୍ଶନଙ୍କ ଦାରୂ ଚିହ୍ନଟ ହୋଇଥିବା ବେଳେ ଗାଁ ଗହୀର ମଧ୍ୟରେ ଶ୍ରୀ ବଳଭଦ୍ରଙ୍କ ନିମନ୍ତେ ଅନ୍ୟ ଏକ ଦାରୂ ଚିହ୍ନଟ ହୋଇଛି । ଗୋହିରିଆପଡ଼ାର ଜଣେ ବ୍ୟକ୍ତିଙ୍କ ଧାନଖଳାରୁ ମାଆ ସୁଭଦ୍ରାଙ୍କ ଦାରୂ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଗୋବିନ୍ଦପୁର ଗ୍ରାମ ନିକଟରୁ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଦାରୂ ଚିହ୍ନଟ ହୋଇଛି । ଚାରି ଦାରୂଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!