Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶାରେ କେତେ ନିବେଶ ହୋଇଛି ପୁଞ୍ଜି, ସଂସଦରେ ଚନ୍ଦ୍ରାଣୀଙ୍କ ପ୍ରଶ୍ନ

by ସଞ୍ଜୟ ସ୍ୱାଇଁ
December 20, 2023
in NATIONAL NEWS, Politics, State
ଓଡିଶାରେ କେତେ ନିବେଶ ହୋଇଛି ପୁଞ୍ଜି, ସଂସଦରେ ଚନ୍ଦ୍ରାଣୀଙ୍କ ପ୍ରଶ୍ନ
71
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଗତ ପାଞ୍ଚ ବର୍ଷରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ମାଧ୍ୟମରେ ଓଡ଼ିଶାରେ କେତେ ନିବେଶ ହୋଇଛି । ଏହା ଗତ ବର୍ଷ ତୁଳନାରେ ବଢିଛି ନା କମିଛି । ଏହି ସମୟ ଭିତରେ କେଉଁ ପାଞ୍ଚଟି ବୃହତ କ୍ଷେତ୍ରରେ ଓଡ଼ିଶାରେ ନିବେଶ କରାଯାଇଛି । ଓଡ଼ିଶାରେ ଏଫଡିଆଇ ନିବେଶକୁ ନେଇ ବିଜେଡିର ଲୋକସଭା ସାଂସଦ ଚନ୍ଦ୍ରାଣି ମୁର୍ମୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ଦେଇଥିଲେ ମନ୍ତ୍ରୀ । ୨୦୧୯-୨୦ରେ ୧୩.୫ ନିୟୁତ ଡଲାର, ୨୦୨୦-୨୧ରେ ୧୯.୭୬ ନିୟୁତ ଡଲାର, ୨୦୨୧-୨୨ରେ ୯୫.୩୩ ନିୟୁତ ଡଲାର, ୨୦୨୨-୨୩ରେ ୩୧.୬୩ ନିୟୁତ ଡଲାର ଏବଂ ୨୦୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ୫.୭୮ ନିୟୁତ ଡଲାର ନିବେଶ ହୋଇଛି । ରାଜ୍ୟରେ ମେଟାଲର୍ଜିକାଲ ଶିଳ୍ପ, କମ୍ପ୍ୟୁଟର, ସଫ୍ଟଓ୍ବେର, ହାର୍ଡଓ୍ବେର ଓ ଶିକ୍ଷା କ୍ଷେତ୍ରରେ ଅଧିକ ନିବେଶ କରାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!