Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛୁଆକୁ ଧରି ଡ୍ୟୁଟିରେ ମହିଳା

by ସଞ୍ଜୟ ସ୍ୱାଇଁ
March 7, 2021
in Lifestyle, NATIONAL NEWS
ଛୁଆକୁ ଧରି ଡ୍ୟୁଟିରେ ମହିଳା
245
VIEWS
Share on FacebookShare on Twitter

ଚଣ୍ଡିଗଡ଼,(ବାଘୁଆବାର୍ତ୍ତା): ଦେହରେ ଅଛି ଡ୍ୟୁଟି ବେଳର ୟୁନିଫର୍ମ । କାନ୍ଧରେ ଛୁଆକୁ ଧରି ଡ୍ୟୁଟି କରୁଛନ୍ତି ଜଣେ କର୍ତ୍ତବ୍ୟ ନିଷ୍ଠ ମହିଳା ଟ୍ରାଫିକ୍ କନେଷ୍ଟବଳ । ମମତା ଆଗରେ ଫିକା ପଡିନି କର୍ତ୍ତବ୍ୟ । ଛୁଆକୁ ଧରି ଟ୍ରାଫିକ୍ ପୋଷ୍ଟରେ ଡ୍ୟୁଟି କରୁଥିବା ବେଳର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣାଟି ସାମ୍ନାକୁ ଆସିଛି ଚଣ୍ଡିଗଡ଼ ସହରରେ । ସୂଚନାନୁସାରେ, ଚଣ୍ଡିଗଡ଼ ସେକ୍ଟର-୨୪ରେ ଥିବା ଟ୍ରାଫିକ୍ ପୋଷ୍ଟରେ ଟ୍ରାଫିକ୍ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ପ୍ରିୟଙ୍କା ଶୁକ୍ରବାର ଦିନ ନିଜ ଛୁଆକୁ ଧରି ଡ୍ୟୁଟି କରି ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ବେଳେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଲୋକ ମହିଳା କନେଷ୍ଟବଳ କର୍ତ୍ତବ୍ୟ ନିଷ୍ଠ ଟ୍ରାଫିକ୍ ଡ୍ୟୁଟି ଓ ମାଆ ର ମମତାକୁ ସାଲ୍ୟୁଟ ମାରିବା ସହିତ ଫଟୋ ଉଠାଇ ତ ଆଉ କିଏ ଭିଡିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲା । ତେବେ ଟ୍ରାଫିକ କନେଷ୍ଟବଳ ପ୍ରିୟଙ୍କା ଆଗରେ ମମତା ଓ ଡ୍ୟୁଟି ସମାନ ବୋଲି କହିଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!