Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୁଲା ଗାଈ ଓ କୁକୁର ମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ

by ସଞ୍ଜୟ ସ୍ୱାଇଁ
May 16, 2021
in Feature News, Nayagarh
ବୁଲା ଗାଈ ଓ କୁକୁର ମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ
261
VIEWS
Share on FacebookShare on Twitter

ଚାନ୍ଦପୁର, (ନୟାଗଡ଼ ): ଏବେ ବି ବଞ୍ଚିଛି ମାନବିକତା ବୁଲା ଗାଈ , ଷଣ୍ଢ ଓ କୁକୁର ମାନଙ୍କୁ ଖାଦ୍ୟ ଯୋଗାଉଥିବା ର ଦୃଶ୍ୟ । କରୋନା ର ଦ୍ଵିତୀୟ ଲହର୍ ଚାଲିଥିବାବେଳେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଭଳି ପରିସ୍ଥିତିରେ ନିଜ ଜୀବନକୁ ଖାତିର ନ କରି ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି କନ୍ଧନୟଗଡ ଓ ଚାନ୍ଦପୁର ଅଞ୍ଚଳର କିଛି ସାମ୍ବାଦିକ ଓ ସମାଜସେବୀମାନେ । ସହରାଞ୍ଚଳ ମାନଙ୍କ ରେ ସରକାରଙ୍କ ତରଫରୁ ବୁଲା ଗାଈ ଓ କୁକୁର ମାନଙ୍କ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ପଞ୍ଚାୟତ ସ୍ଥରରେ ଏହାର କିଛି ବ୍ୟବସ୍ଥା ହୋଇ ନଥିବାର ଜଣାପଡୁଛି । କୋଭିଡ଼ ପାଇଁ ସାଧାରଣ ଲୋକମାନେ ଘର ବାହାରକୁ ଯିବା ସୁଫଳ ମଣୁନଥିବା ରୁ ରାସ୍ତାଘାଟ ଖାଁ ଖାଁ ହୋଇପଡିଛି ଏପଟେ ସପ୍ତାହରେ ଶନି ଓ ରବିବାର ଦୁଇଦିନ ଧରି ସଟ୍ ଡାଉନ୍ ଚାଲିଥିବାରୁ ଜନବସତି ଗୁଡ଼ିକ ଜନଶୂନ୍ୟ ମଧ୍ୟ ହୋଇ ଯାଉଛି। ଏଭଳି ସ୍ଥିତି ରେ ବୁଲା ଗାଈ ଓ କୁକୁର ଖାଦ୍ୟ ପାଇଁ ଆଉଟ୍ ପାଉତ୍ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ପ୍ରତିଜ୍ଞା ଟିଭି ରଜନୀକାନ୍ତ ମିଶ୍ର, କୋଣାର୍କ ଲାଇଭ୍ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଓ କନ୍ଧ ନୟାଗଡ଼ , ଚାନ୍ଦପୁର ଅଞ୍ଚଳର କିଛି ସମାଜସେବୀ ତାପସ ରଂଜନ ମାର୍ଥା, ପ୍ରଭାତ ପ୍ରଧାନ,ବିମଳ ବେହେରା, ଶିବ ମହାପାତ୍ର, ଜାଫର ଅଲ୍ଲୀ ଶାହାଙ୍କ ସହଯୋଗରେ ଚାଉଳ,ଗହମ,ପନିପରିବା ଏକାଠି ରୋଷେଇ କରି ଅଟୋ ଯୋଗେ ନେଇ ବୁଲି ବୁଲି ବୁଲା ଗାଈ ଓ କୁକୁର ମାନଙ୍କୁ ଖାଦ୍ୟ ଖୁଆଇବା। ସବୁଠାରୁ ବଡ଼କଥା ହେଲା ଜାଫର ଅଲ୍ଲୀ ଶାହା ଜଣେ ମୁସଲିମ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସେ ଗାଈ ମାନଙ୍କ ପ୍ରତି ଏତେ ଭଲ ପାଇବା ଦେଖି ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!