Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦପୁର ପରିବା ବଜାର ମେଳଣ ପଡ଼ିଆକୁ ସ୍ଥାନାନ୍ତର ଦାବି

by ସଞ୍ଜୟ ସ୍ୱାଇଁ
April 14, 2020
in Feature News
ଚାନ୍ଦପୁର ପରିବା ବଜାର ମେଳଣ ପଡ଼ିଆକୁ ସ୍ଥାନାନ୍ତର ଦାବି
25
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଲକ୍‌ଡାଉନ୍ ସମୟରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପରିବା ବଜାରରେ ସାମାଜିକ ଦୂରତା ଅବଲମ୍ବନ ହୋଇପାରୁନଥିବା ବେଳେ ଚାଷୀମାନେ ନିଜର କଷ୍ଟ ଅର୍ଜ୍ଜତ ପନିପରିବା ବିକ୍ରି ବଟା କରିବା ନେଇ ହଇରାଣ ହେଉଛନ୍ତି । ଦୂରଦୂରନ୍ତାରୁ ଆସୁଥିବା ଚାଷୀମାନେ ବ୍ୟବସାୟୀକୁ ସୁବିଧା ନଥିବାରୁ ବାଧ୍ୟ ହୋଇ ବହୁତ କମ ଦରରେ ଗୋଦାମରେ ବିକ୍ରି କରି ଚାଲି ଯାଉଛନ୍ତି । ଗୋଦାମ ମାଲିକମାନେ ଚାଷୀଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ମଧ୍ୟ ହେଉଛି । ଚାନ୍ଦପୁର ବଜାର ଉପରେ ଆଖପାଖ ଦଶଗୋଟି ପଂଚାୟତ ଚାଷୀମାନେ ନିର୍ଭର କରନ୍ତି । ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ଏହି ଅଂଚଳର କାଉଟିଙ୍କ ଉପରେ ନିର୍ଭରଶୀଳ । ମାତ୍ର ଗୋଦାମ ମାଲିକଙ୍କ ଚକ୍ରାନ୍ତରେ ଏବେ ଚାଷୀ ପେଷି ହେଉଛନ୍ତି । ସ୍ଥାନୀୟ କନ୍ଧ ନୟାଗଡ଼, କେରେଣ୍ଡାଟାଙ୍ଗି, ରାଇପଡ଼ା, ଚମ୍ପାଗଡ଼, ରାସଗୋବିନ୍ଦ ପରି ଅନେକ ଗାଁର ଚାଷୀଙ୍କ ସମେତ କଣାସ ଅଂଚଳର ଚାଷୀ ଚାନ୍ଦପୁର ଉପରେ ନିର୍ଭରଶୀଳ । ଏଣୁ ସାମାଜିକ ଦୂରତା ଅବଲମ୍ବନ ଏବଂ ଚାଷୀର ହିତପାଇଁ ପରିବା ବଜାରକୁ ମେଳନ ପଡ଼ିଆକୁ ସ୍ଥାନାନ୍ତର ପାଇଁ ଦାବି ହେଉଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!