Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୀଣାପାଣି ଶିଶୁ ମନ୍ଦିରର ୨୪ ତମ ବାର୍ଷିକ କ୍ରୀଡା ଉତ୍ସବ

by ସଞ୍ଜୟ ସ୍ୱାଇଁ
January 13, 2025
in Nayagarh, Sports, State
ବୀଣାପାଣି ଶିଶୁ ମନ୍ଦିରର ୨୪ ତମ ବାର୍ଷିକ କ୍ରୀଡା ଉତ୍ସବ
81
VIEWS
Share on FacebookShare on Twitter

ଚାନ୍ଦପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ର ଚାନ୍ଦପୁର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବୀଣାପାଣି ଶିଶୁ ମନ୍ଦିରର ୨୪ ତମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣି ଉତ୍ସବ ବରିଷ୍ଠ ଶିକ୍ଷକ ଶାନ୍ତନୁ ଦଳସିଂହରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି l ପ୍ରଥମ ଦିନ ସକାଳ ୧୦ ଘଟିକା ସମୟରେ ବିଦ୍ୟାଳୟ ପରିସରରୁ ଶୋଭାଯାତ୍ରା କରି ଛାତ୍ରଛାତ୍ରୀମାନେ ଚାନ୍ଦପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡିଙ୍କ ମନ୍ଦିର ଯାଇ ସେଠାରୁ କ୍ରୀଡା ମାଶାଲା ନେଇ ଫେରିଥିଲେ । କ୍ରୀଡା ମଶାଲ ବିଦ୍ୟାଳୟକୁ ଆସିବାପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଦ୍ଵାରା ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟନ କରାଯାଇଥିଲା। ସମସ୍ତ ପରିଚାଳନା କମିଟି ସଦସ୍ୟ ମିଶି ପତାକା ଉତ୍ତୋଳନ ପୂର୍ବକ ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ l

ବିଭିନ୍ନ ଖେଳ ପ୍ରତିଯୋଗିତା ମଧ୍ୟରେ ଦୌଡ଼ ପ୍ରତିଯୋଗିତା, ସଙ୍ଗୀତ ଚୌକି, ଅଙ୍କ ଦୌଡ଼, ଅନ୍ଧ ଦୌଡ଼ ,ଫୁଲ ବାଲ୍ଟି,ବାଲ୍ଟି ବାଇଗଣ, ଲମ୍ବ ଡିଆଁ,ଉଚ୍ଚ ଡିଆଁ, ବଲ୍ କ୍ଷେପଣ, ଛୁଞ୍ଚି ସୂତା ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା। ଅଭିଭାବକମାନେ ଛାତ୍ର ଛାତ୍ରୀମାମନଙ୍କୁ ଉତ୍ସାହିତ କରିବା ସହ ଅନେକ ସହଯୋଗ ମଧ୍ୟ କରିଥିଲେ l ଦ୍ଵିତୀୟ ଦିବସରେ ଅନେକ ଖେଳ ପ୍ରତିଯୋଗିତା ସହିତ ପିଲାମାନେ ଗୀତ ଓ ନୃତ୍ୟ ଦ୍ଵାରା ନିଜର କଳା ପ୍ରଦର୍ଶନ କରିଥିଲେ l କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ମାତୃ ସୃଜନୀ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ମା ମାନଙ୍କୁ ମଧ୍ୟ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କନ୍ଧନୟଗଡ ସରପଂଚ ଗୁଲୁବାସ୍ ସୁବୁଦ୍ଧି ,ସାହିତ୍ୟିକ ଶ୍ୟାମ ସୁନ୍ଦର ବିଶ୍ଵାଳ ଓ କମିଟି ସଦସ୍ୟ ପ୍ରଦୀପ କୁମାର ସାହୁ, ବ୍ରଜବନ୍ଧୁ ସାହୁ, ଶଙ୍କର ସାହୁ ଓ ବସନ୍ତ ସାହୁ ,ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୈଳବାଳା ଦେଇ , ଶ୍ରୀମତୀ କମିନା ରଣା ,ଶ୍ରୀମତୀ ମମତା ଦାଶ , ଏବଂ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ l ଉଦଯାପନୀ ଦିବସରେ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇଥିଲା lନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ର ଚାନ୍ଦପୁର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବୀଣାପାଣି ଶିଶୁ ମନ୍ଦିରର ୨୪ ତମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣି ଉତ୍ସବ ବରିଷ୍ଠ ଶିକ୍ଷକ ଶାନ୍ତନୁ ଦଳସିଂହରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି l

ପ୍ରଥମ ଦିନ ସକାଳ ୧୦ ଘଟିକା ସମୟରେ ବିଦ୍ୟାଳୟ ପରିସରରୁ ଶୋଭାଯାତ୍ରା କରି ଛାତ୍ରଛାତ୍ରୀମାନେ ଚାନ୍ଦପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡିଙ୍କ ମନ୍ଦିର ଯାଇ ସେଠାରୁ କ୍ରୀଡା ମାଶାଲା ନେଇ ଫେରିଥିଲେ । କ୍ରୀଡା ମଶାଲ ବିଦ୍ୟାଳୟକୁ ଆସିବାପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଦ୍ଵାରା ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟନ କରାଯାଇଥିଲା। ସମସ୍ତ ପରିଚାଳନା କମିଟି ସଦସ୍ୟ ମିଶି ପତାକା ଉତ୍ତୋଳନ ପୂର୍ବକ ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ l ବିଭିନ୍ନ ଖେଳ ପ୍ରତିଯୋଗିତା ମଧ୍ୟରେ ଦୌଡ଼ ପ୍ରତିଯୋଗିତା, ସଙ୍ଗୀତ ଚୌକି, ଅଙ୍କ ଦୌଡ଼, ଅନ୍ଧ ଦୌଡ଼ ,ଫୁଲ ବାଲ୍ଟି,ବାଲ୍ଟି ବାଇଗଣ, ଲମ୍ବ ଡିଆଁ,ଉଚ୍ଚ ଡିଆଁ, ବଲ୍ କ୍ଷେପଣ, ଛୁଞ୍ଚି ସୂତା ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା।

ଅଭିଭାବକମାନେ ଛାତ୍ର ଛାତ୍ରୀମାମନଙ୍କୁ ଉତ୍ସାହିତ କରିବା ସହ ଅନେକ ସହଯୋଗ ମଧ୍ୟ କରିଥିଲେ l ଦ୍ଵିତୀୟ ଦିବସରେ ଅନେକ ଖେଳ ପ୍ରତିଯୋଗିତା ସହିତ ପିଲାମାନେ ଗୀତ ଓ ନୃତ୍ୟ ଦ୍ଵାରା ନିଜର କଳା ପ୍ରଦର୍ଶନ କରିଥିଲେ l କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ମାତୃ ସୃଜନୀ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ମା ମାନଙ୍କୁ ମଧ୍ୟ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କନ୍ଧନୟଗଡ ସରପଂଚ ଗୁଲୁବାସ୍ ସୁବୁଦ୍ଧି ,ସାହିତ୍ୟିକ ଓ ଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ଵାଳ ଓ କମିଟି ସଦସ୍ୟ ପ୍ରଦୀପ କୁମାର ସାହୁ, ବ୍ରଜବନ୍ଧୁ ସାହୁ, ଶଙ୍କର ସାହୁ ଓ ବସନ୍ତ ସାହୁ ,ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୈଳବାଳା ଦେଇ , ଶ୍ରୀମତୀ କମିନା ରଣା ,ଶ୍ରୀମତୀ ମମତା ଦାଶ , ଏବଂ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ l ଉଦଯାପନୀ ଦିବସରେ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇଥିଲା l

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!