Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିରାଟ୍‌ଙ୍କ ସେଞ୍ଚୁରୀରେ ରୋମାଣ୍ଟିକ୍ ହେଲେ ଅନୁଷ୍କା

by ସଞ୍ଜୟ ସ୍ୱାଇଁ
May 22, 2023
in NATIONAL NEWS, Sports
ବିରାଟ୍‌ଙ୍କ ସେଞ୍ଚୁରୀରେ ରୋମାଣ୍ଟିକ୍ ହେଲେ ଅନୁଷ୍କା
148
VIEWS
Share on FacebookShare on Twitter

ମୁମ୍ଵାଇ, (ବାଘୁଆବାର୍ତ୍ତା): ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ କ୍ରିକେଟ୍ ଜଗତର ଆଇଡଲ କପଲ । ଉଭୟଙ୍କ କେମେଷ୍ଟ୍ରି ଖୁବ୍ ଲୋକପ୍ରିୟ। ଦୁହେଁ ପରସ୍ପର ସହିତ ଏକ ସ୍ପେଶାଲ ବଣ୍ଡିଂ ସେୟାର କରନ୍ତି । ବର୍ତ୍ତମାନ ବିରାଟ କୋହଲି ଇଣ୍ଡିଆନ ପ୍ରିମିୟର ଲିଗରେ ନିଜର ସପ୍ତମ ସେଞ୍ଜୁରୀ ସ୍କୋର କରି ରେକର୍ଡ ସୃଷ୍ଟି କରିଥିଲେ। ସେହି ସମୟରେ ପତ୍ନୀ ଅନୁଷ୍କା ତାଙ୍କ ସ୍ୱାମୀଙ୍କ ବିଜୟରେ ପ୍ରେମ ବର୍ଷା କରିଥିଲେ । ଷ୍ଟାଡିୟମରେ ସ୍ୱାମୀ ବିରାଟଙ୍କୁ ଅନେକ ଫ୍ଲାଇଂ କିସ୍ ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ରହି ସ୍ୱାମୀ ବିରାଟଙ୍କୁ ତାଙ୍କର ଅଧିକାଂଶ ମ୍ୟାଚରେ ସମର୍ଥନ କରନ୍ତି। ଏହି ଧାର ବିବାହ ପରେ ନୁହେଁ ପୂର୍ବରୁ ମଧ୍ୟ ଚାଲିଆସୁଛି । ବର୍ତ୍ତମାନ ଯେତେବେଳେ ବିରାଟ କୋହଲି ଆଇପିଏଲରେ ନିଜର ସପ୍ତମ ସେଞ୍ଚୁରୀ କରିଥିଲେ, ଅନୁଷ୍କା ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ। ଏହା ପରେ ଅନୁଷ୍କା ତାଙ୍କୁ ଲଗାତାର ଫ୍ଲାଇଂ କିସ୍ ଦେବାରେ ଲାଗିଥିଲେ । ଅନୁଷ୍କାଙ୍କ ସ୍ୱାମୀ ବିରାଟଙ୍କ ପାଇଁ ଏହି ରୋମାଣ୍ଟିକ ଏବଂ ପ୍ରାଉଡ୍ ମୁହୁର୍ତ୍ତର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କହିବାକୁ ଗଲେ ୨୦୧୭ରେ ଅନୁଷ୍କା –ବିରାଟ ବିବାହ କରିଥିଲେ । ୨୦୨୧ରେ, ଉଭୟ ଝିଅ ଭାମିକାଙ୍କ ପିତାମାତା ହୋଇଥିଲେ । ବର୍ତ୍ତମାନ ଅନୁଷ୍କା ଏବଂ ବିରାଟ ପିତାମାତା ହେବା ସହିତ ସେମାନଙ୍କ କ୍ୟାରିଅର୍ ଉପରେ ବହୁତ ଧ୍ୟାନ ଦେଉଛନ୍ତି । ଦୀର୍ଘ ବର୍ଷ ପରେ ଅନୁଷ୍କା ଖୁବ୍ ଶୀଘ୍ର ‘ଚକଦା ଏକ୍ସପ୍ରେସ’ ସହ ନଜର ଆସିବେ । ଏହି ବାୟୋପିକ୍ ଚଳଚ୍ଚିତ୍ରରେ ଅନୁଷ୍କା ପୂର୍ବତନ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ । ଯାହା ଚଳିତ ୨ବର୍ଷ ୨୦୨୩ରେ ରିଲିଜ୍ ହେବ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!