ନୟାଗଡ଼, (ବାଘୁଆବାର୍ତ୍ତା) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା ହୋଇଥିବା ଜଣାଯାଇଛି । ତାଙ୍କର ସ୍ୱାବ ରିର୍ପୋଟ ପଜିଟିଭ୍ ଆସିବା ପରେ ଗୁରୁଗ୍ରାମ୍ର ଏକ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିବା ଜଣାଯାଇଛି । ପୂର୍ବରୁ କରୋନା ଦ୍ୱାରା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାଯାଇଥିଲା ।





