Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଓଡବ୍ଲୁ ପଞ୍ଝାରେ ୧୪ କୋଟି ଟଙ୍କାର ଠକେଇ ଠକ

by ସଞ୍ଜୟ ସ୍ୱାଇଁ
July 8, 2023
in Crime, State
ଇଓଡବ୍ଲୁ ପଞ୍ଝାରେ ୧୪ କୋଟି ଟଙ୍କାର ଠକେଇ ଠକ
127
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଇଓଡବ୍ଲୁ ପଞ୍ଝାରେ ଏକ ବଡ଼ ସାଇବର ଠକେଇ କାରବାର ଧରାପଡ଼ିଛି । ଏହି କାରବାରରେ ୧୪ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ସୂଚନା । ଭୁବନେଶ୍ୱରର ଅର୍ଥନୈତିକ ଅପରାଧ ଶାଖା ଦିଲ୍ଲୀ ନଏଡ଼ାସ୍ଥିତ କରଣ ସିଂ କୁମାରକୁ ଗିରଫ କରିଛି । କରଣ କୁମାର ସିଂ ଓ ତାଙ୍କ ଭାଇ ଲାଲୁ ସିଂ ପେ ୱାନ୍ ଡିଜିଟାଲ୍ ସର୍ଭିସ୍‌ର ଅଧ୍ୟକ୍ଷ । ଏହି କମ୍ପାନୀ ବ୍ୟବସାୟିକ ଭାବେ ଡିଜିଟାଲ୍ ସର୍ଭିସ୍, ଅନ୍‌ଲାଇନ୍ ପେମେଣ୍ଟ ସର୍ଭିସ୍ ପ୍ରଦାନ କରେ । ଫିଣ୍ଟେକ୍ କମ୍ପାନୀର କ୍ୟୁଆର୍ କୋର୍ଡ ବ୍ୟବହାର କରି ୧୪ କୋଟିରୁ ଅଧିକ ଟଙ୍କା ଟ୍ରାନଜାକ୍ସନ ହୋଇଥିବା ଜଣାପଡ଼ିଛି । ୟୁପିଆଇ ଲଗ୍ ଯାଞ୍ଚ କରବା ପରେ ଜଣାପଡ଼ିଲା ଯେ, କରଣ ସିଂ ଏବଂ ଲାଲୁ ସିଂ ଉଭୟ ପେ ୱାନ୍ ଡିଜିଟାଲ୍ ସର୍ଭିସେସ୍ ପ୍ରାଇଭେଟ୍‌ର ନିର୍ଦ୍ଦେଶକ । ଲିମିଟେଡ୍ ଅଭିଯୋଗକାରୀ କମ୍ପାନୀ ଦ୍ୱାରା ଉତ୍ପାଦିତ କ୍ୟୁ ଆର୍ କୋର୍ଡଗୁଡ଼ିକୁ ମାନିପୁଲେଟ୍ କରି ଏମାନେ ପାଖାପାଖି ୧୪.୩୩ କୋଟି ଟଙ୍କା କ୍ରେଡିଟ୍ କରିଥିବା ସୂଚନା । ୧୨୫ଟି ବ୍ୟାଙ୍କ୍ ଆକାଉଣ୍ଟ ଏମାନେ ଏହି ଟଙ୍କା ଉଠାଇଥିବା ଜଣାପଡ଼ିଛି । ଏ ମାମଲାରେ ଅନ୍ୟ କେହି ବ୍ୟକ୍ତି ମଧ୍ୟ ସାମିଲ ଥିବା ସନ୍ଦେହ କରୁଛି ଇଓଡ୍ଲ୍ୟୁ । ମାମଲାର ସଠିକ୍ ତଦାରଖ ପାଇଁ ଇଓଡ୍ଲ୍ୟୁ ବରିଷ୍ଠ ତଦନ୍ତକାରୀଙ୍କୁ ନେଇ ମାମଲାର ଯାଞ୍ଚ କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!