ସମ୍ବଲପୁର, (ବାଘୁଆବାର୍ତ୍ତା): ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଧରିଲା ସିବିଆଇ । ସମ୍ବଲପୁର ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁବାଶିଷ ପାଲ୍ । ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ମାଡି ବସିଲା ସିବିଆଇ । ବିଲ୍ କରାଇ ଦେବାକୁ କହି ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ଧରିଛି ।





