ପାରାଦ୍ଵୀପ, (ବାଘୁଆବାର୍ତ୍ତା): ପବ୍ଲିକ ହେଲଥ ଅଫିସ ରେ ସିବିଆଇ ରେଡ। ୫୦ ହଜାର ଲାଞ୍ଜ କାରବାର ବେଳେ ଧରିଲା ସିବିଆଇ। ପୋର୍ଟ ହେଲଥ ଅଫିସର ଡ ଆର ଏନ ପାଣିଗ୍ରାହୀଙ୍କ ନିକଟରୁ ଜବତ ହେଲା ଟଙ୍କା। ଗୋଟିଏ ସିପିଂ ଏଜେନ୍ସୀ ଠାରୁ ନେଉଥିଲେ ୫୦ ହଜାର ଟଙ୍କା।