Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଅସମ୍ଭାଳ, ଆସନ୍ତାକାଲି ରେକର୍ଡ଼ ଭାଙ୍ଗିବ, ୬୦ ପାର ହେବାର ସମ୍ଭାବନା

by Anil Panda
July 22, 2020
in Breaking, Feature News
୬ ଜିଲ୍ଲାରେ କରୋନା ତାଣ୍ଡବ
303
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କାୟା ମେଲାଇ ଚାଲିଥିବା କରୋନା ଆକ୍ରାନ୍ତ ସଂଖ୍ୟା ଆସନ୍ତାକାଲି ରେକର୍ଡ଼ ଭାଙ୍ଗିବ ବୋଲି ସୁତ୍ରରୁ ଜଣାଯାଇଛି । ଜିଲ୍ଲାରେ ଆଜି ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୩୫୪ ଥିବା ବେଳେ ଏହା ଆସନ୍ତାକାଲି ୪ ଶତକ ପାର ହେବା କିମ୍ବା ନିକଟତ୍ତର ହେବାର ସମ୍ଭାବନା ରହିଛି । ବାଘୁଆବାର୍ତ୍ତାର ଅନୁସନ୍ଧାନ ଅନୁସାରେ, ଭାପୁର ବ୍ଲକରୁ ୪ଟି ମାମଲା ସଂଗରୋଧରୁ ଏବଂ ଅନ୍ୟ ଗୋଟିଏ ମାମଲା ସ୍ଥାନୀୟ ଚିହ୍ନଟ ହେବାର ସମ୍ଭାବନା ରହିଛି । ସେହିଭଳି ନୟାଗଡ଼ ପୈାରଞ୍ଚଳରୁ ୩ଟି ଆକ୍ରାନ୍ତ ଚିହ୍ନଟ ହେବାକୁ ଥିବା ବେଳେ ବ୍ଲକ ଅଂଚଳରୁ ୮ଟି ମାମଲା ଚିହ୍ନଟ ହେବ ବୋଲି ଅନୁମାନ କରାଯାଉଛି । ସେହିଭଳି ଖଣ୍ଡପଡ଼ା ବ୍ଲକର ଗୋଟିଏ ପଂଚାୟତରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେବାର ସମ୍ଭାବନା ରହିଥିବା ବେଳେ ମୋଟ ବ୍ଲକ ଅଂଚଳରୁ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହେବାର ରହିଛି । ଏଥିସହିତ ଅନ୍ୟାନ ବ୍ଲକରୁ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହେବାର ସମ୍ଭାବନା ରହିଛି । ଯାହାକୁ ଅନୁମାନ କଲେ ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ସର୍ବଧିବ ଦୈନିକ ଆକ୍ରାନ୍ତ ସଂଖ୍ୟା ୩୭କୁ ପାର ହୋଇ ଅର୍ଦ୍ଧ ଶତକ ଛୁଇଁ ରେକର୍ଡ଼ ଭାଙ୍ଗିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!