Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଅପଡେଟ୍: ଦିନକରେ ୧୧ହଜାରରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ

by ସଞ୍ଜୟ ସ୍ୱାଇଁ
May 8, 2021
in Breaking, State
ଜିଲ୍ଲାରେ ଆଉ ୭କରୋନା ରୋଗୀ ଚିହ୍ନଟ
278
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ ଦ୍ୱିତୀୟ ଲହରରେ ଆଜି ଦିନକରେ ୧୧ ହଜାରରୁ ଉର୍ଦ୍ଧ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଗତ କାଲି ୧୨୨୩୮ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୧୮୦୭ଜଣ ସକ୍ରମଣ ହୋଇଥିବା ଚିହ୍ନଟ ହୋଇଛି । ତେବେ ଏହି ଦୁଇଦିନକୁ ଯଦି ହିସାବ କରିବା ତେବେ ରାଜ୍ୟରେ ୨୪ହଜାରରୁ ଉର୍ଦ୍ଧ ସଂକ୍ରମଣ ହୋଇଥିବା ଜଣାପଡିଛି । ଆଜି ପୁଣି ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୯୨୨ଜଣ ସଂକ୍ରମିତ ହୋଇଥିବା ବେଳେ ତା ପଛକୁ ଖୋର୍ଦ୍ଧା ଜିଲ୍ଲା ୧୫୧୦, କଟକ ଜିଲ୍ଲା ୧୦୫୨, କଳାହାଣ୍ଡି ୪୦୨, ସମ୍ବଲପୁର ୫୩୩, ଅନୁଗୁଳ ୫୬୦, ବରଗଡ଼ ୪୨୮, ବାଲେଶ୍ୱର ୨୬୦, ଭଦ୍ରକ ୮୩, ପୁରୀ ୪୫୪, ଯାଜପୁର ୩୦୨, ଗଞ୍ଜାମ ୩୪୧, ଝାରସୁଗୁଡ଼ା ୪୨୧, ନୂଆପଡ଼ା ୨୮୬, ନବରଙ୍ଗପୁର ୪୧୯, ବଲାଙ୍ଗିର ୪୩୭, ମୟୂରଭଞ୍ଜ ୧୭୫, ରାୟଗଡ଼ା ୧୩୮, ନୟାଗଡ଼ ୨୦୪, କେନ୍ଦ୍ରାପଡ଼ା ୧୪୫, କେନ୍ଦୁଝର ୨୩୧, ଜଗତସିଂହପୁର ୧୩୪, ସୋନପୁର ୨୧୦, ଢେଙ୍କାନାଳ ୧୭୭, କୋରାପୁଟ ୧୨୨, ବୌଦ୍ଧ ୧୭୮, ଗଜପତି ୧୦୫, କନ୍ଧମାଳ ୯୨, ଦେଓଗଡ଼ ୧୧୫, ମାଲକାନଗିରି ୭୦ ଓ ଷ୍ଟେଟ୍ ପୋଲ ୩୦୧ଟି ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି । ସର୍ବମୋଟ ୧୧୮୦୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । କ୍ୱାରେନଣ୍ଟାଇନ୍ ୬୬୧୩ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲରୁ ୫୧୯୪ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ହାତକୁ ବାରମ୍ବାର ସଫା ରଖନ୍ତୁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!