ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମହାମାରୀ ଜିଲ୍ଲାରେ ୧୩ ଶହ ଛୁଇଁ ସାରିଥିବା ବେଳେ ଜିଲ୍ଲାରେ ମୋଟ ସୁସ୍ଥ ସଂଖ୍ୟା ଆଜି ସୁଦ୍ଧା ୭୫୩ ବୋଲି ଜଣାଯାଇଛି । ଜିଲ୍ଲାରେ ଆଜି ୩୩ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ଜିଲ୍ଲାରେ କରୋନା ମହାମାରୀ ଏବେ ଭୟଙ୍କର ଋପ ଧାରଣ କରିଥିବା ଜଣାଯାଇଛି ।





