Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲକଡାଉନକୁ ବେଖାତିର, ୭୨୦୦ ଟଙ୍କା ଜୋରିମନା ଆଦାୟ

by Anil Panda
August 1, 2020
in Breaking, Nayagarh
ନୟାଗଡ଼ ଜିଲ୍ଲା ୩ ଦିନ ସଟ୍‌ଡାଉନ୍
1k
VIEWS
Share on FacebookShare on Twitter

ଖଣ୍ଡପଡ଼ା , (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଅଞ୍ଚଳରେ ଲକଡାଉନକୁ ବେଖାତିର କରିଥିବାରୁ ୧୧ ବ୍ୟବସାୟୀଙ୍କ ଠାରୁ ଜୋରିମନା ଆଦାୟ।
କୋଭିଡ ନିୟମ ଅନୁଯାୟୀ ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଂମ୍ପୂର୍ଣ୍ଣ ଜିଲ୍ଲାରେ ଅଗଷ୍ଟ ମାସରେ ପ୍ରତେକ ଶନିବାର, ରବିବାର ଦୁଇଦିନ ଓ ରଖି ପୂର୍ଣ୍ଣମୀ ପଡୁଥିବା ସୋମବାର ଦିନଟି ସଟଡାଉନ ଘୋଷଣା କରାଯାଇଛି। ଏହି ପରିପେକ୍ଷୀରେ ଖଣ୍ଡପଡ଼ା ଅଞ୍ଚଳର କିଛି ଅମାନୀଆ ବ୍ୟବସାୟୀ ପୋଲିସ ପ୍ରଶାସନ ବାରଣ ସତ୍ବେ ଦୋକାନ ଖୋଲିଥିବାରୁ ଖଣ୍ଡପଡ଼ା ପୋଲିସ ପ୍ରଶାସନ ଦ୍ବାରା ଚଢାଉ କରାଯାଇ ୧୧ ଜଣ ଛୋଟ ବଡ ବ୍ୟବସାୟୀଙ୍କ ଠାରୁ ୭୨୦୦ ଟଙ୍କା ଜୋରିମନା ଆଦାୟ କରାଯାଇଥିବା ଜଣାପଡିଛି ଯଦି ଏହି ନିୟମ କୁ ଉଲଙ୍ଘନ କରି ଦୋକାନ ବଜାର ଖୋଲାଯିବ ତେବେ ଆଗକୁ ଆହୁରି ଜୋରସୋର ରେ ଜୋରିମନା ଆଦାୟ କରାଯିବ ବୋଲି ପୋଲିସ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
(ସରୋଜ କୁମାର ଚୌଧୁରୀ)

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!