ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମହାମାରୀ ପାଇଁ ଏବେ ଚିନ୍ତା ବଢ଼ିଛି । ରାଜ୍ୟରେ ୨୮ ଶହରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇ ସାରିଥିବା ବେଳେ କରୋନା ଜନ୍ଖଚ୍ଛ ମୃତ୍ୟୁ ସଂଖ୍ୟା ୯ରେ ପଂହଚିଛି । ପୂର୍ବରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଗଂଜାମ ଜିଲ୍ଲାର ଜଣ୩ ୫୫ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪, ଗଂଜାମ ଜିଲ୍ଲାରୁ ୪ ଏବଂ କଟକ ଜିଲ୍ଲାରୁ ଜଣେ କରୋନାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।






