ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସକାଳୁ ଅତ୍ୟନ୍ତ ମର୍ମନ୍ତୁଦ ଖବର ଗଣମାଧ୍ୟମ ଜଗତକୁ ଶୋକାକୁଳ କରିଛି। ଗଞ୍ଜାମ ଜିଲ୍ଲାର ଦୁଇଜଣ ଯୁବ ସାମ୍ବାଦିକଙ୍କ କରୋନାରେ ପରଲୋକ ଘଟିଛି। ସେମାନଙ୍କ ହେଳେ ନିତିଦିନ ଖବରକାଗଜ ଚିକିଟି ପ୍ରତିନିଧି ମନୋଜ କୁମାର ସାହୁ ଏବଂ ଓଡ଼ିଶା ଏସ୍କପ୍ରେସ କୁକୁଡ଼ାଖଣ୍ଡି ଗୋବିନ୍ଦ ବେହେରା। ଦୁଇ ଜଣ ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣା ଯାଇଛି ।






