Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଠାକୁରାଣୀ ଅଛନ୍ତି, କରୋନା କିଛି କରି ପାରିବନି

by ସଞ୍ଜୟ ସ୍ୱାଇଁ
May 23, 2021
in Nayagarh
ଠାକୁରାଣୀ ଅଛନ୍ତି, କରୋନା କିଛି କରି ପାରିବନି
262
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆମ ପାଇଁ ଆମ ଠାକୁରାଣୀ ଅଛନ୍ତି, ଆମେ ମାସ୍କ ପିନ୍ଧିବୁନି । ଆମର କିଛି ହବନି । ଏଭଳି କିଛି ଅଜବ ଯୁକ୍ତି ବାଢିଛନ୍ତି ଯାଜପୁରର ନଗଡା ବାସୀ । ନଗଡ଼ାବାସୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ସ୍ଥଳଭାଗରୁ ଏଗାର ହଜାର ଫୁଟ ଉପରେ ଥିବା ଅପହଂଚ ଇଲାକା ତଳ ନଗଡାରେ ଏବେ ଗୋଟିଏ ସ୍ଥାନରେ ରୁଣ୍ଡ ହେଉଛନ୍ତି ଏକାଧିକ ଲୋକ । କାହାରି ମୁହଁରେ ମାସ୍କ ନାହିଁ କି, ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନାହିଁ । କାରଣ ଏମାନେ କରୋନା ଏବଂ ଏହାର ଭୟାବହତା ବାବଦରେ ବିଲକୁଲ ଜାଣିନାହାନ୍ତି । କରୋନା ବାବଦରେ ପଚାରିଲେ ସେମାନଙ୍କ ଉତ୍ତର ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ, ସେମାନେ ପାହାଡ଼ି ଇଲାକାର ଜନଜାତି । ତାଙ୍କ ସୁରକ୍ଷା ପାଇଁ ଠାକୁରାଣୀ ଅଛନ୍ତି । ତେଣୁ କିଛି ହେବ ନାହିଁ । ବର୍ତ୍ତମାନ ସମୟରେ ସଚେତନତା ଅଭାବ ଯୋଗୁୁ ନଗଡାର ଲୋକେ ମହାମାରୀ କରୋନାକୁ ନେଇ ବିଲକୁଲ୍ ସଚେତନ ନଥିବା ଭଳି ମନେ ହେଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!